ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା DMK ବିଧାୟକ ଜି.ଭି. ମାର୍କଣ୍ଡେୟନଙ୍କୁ କୋର୍ଟରୁ ବଡ଼ ଝଟକା ଲାଗିଛି। ଥୁଥୁକୁଡି ଅଦାଲତ ବୁଧବାର ତାଙ୍କର ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଏହି ମାମଲାର ଶୁଣାଣି ଥୁଥୁକୁଡି …
Shubham Kumar
ସବରୀମଲା ସୁନା ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ଦେବସ୍ୱମ ବୋର୍ଡ ଅଧ୍ୟକ୍ଷଙ୍କୁ SIT ହେପାଜତରେ ନେଲା
କେରଳର ପ୍ରସିଦ୍ଧ ସବରୀମଲା ସ୍ୱାମୀ ଅୟ୍ୟପ୍ପା ମନ୍ଦିରର ସୁନା ଚୋରି ମାମଲାରେ ତଦନ୍ତ ତୀବ୍ର ହୋଇଛି। ଏହି ମାମଲାର ତଦନ୍ତ କରୁଥିବା SIT ତ୍ରାଭାଙ୍କୋର ଦେବସ୍ୱମ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ପି.ଏସ୍. ପ୍ରଶାନ୍ତଙ୍କୁ ହେପାଜତକୁ ନେଇଛି। କୋଲ୍ଲମ ଜିଲ୍ଲାର ଏକ ଗୋପନୀୟ …
ଜନ୍ତର-ମନ୍ତରରେ କକରୋଚ୍ ଜନତା ପାର୍ଟିର ଚାଲିଥିବା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ଘୋଷଣା କରିଥିଲା। ଜୁଲାଇ ୨୨ ତାରିଖରେ ମଧ୍ୟ ଏହି ଷ୍ଟେସନଗୁଡ଼ିକ ବନ୍ଦ ରଖାଯାଇଥିଲା। ଏହି ପ୍ରସଙ୍ଗକୁ …
ଅସୁସ୍ଥ ସ୍ୱାମୀଙ୍କୁ ହସ୍ପିଟାଲ ନେବା ବେଳେ ଘଟିଲା ଦୁର୍ଘଟଣା, ଗଛରେ ପିଟି ହେଲା କାର; ଏକ ପରିବାରର ୩ ମୃତ, ପୁଅ ଗୁରୁତର
କେନ୍ଦୁଝର ଜିଲ୍ଲାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ଘଟିଛି। ଅସୁସ୍ଥ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଉଥିବା ବେଳେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ର ଗଛରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ତିନିଜଣଙ୍କ ପ୍ରାଣ …
ଢେଙ୍କାନାଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାହାଘରର ଖୁସିକୁ ନିମିଷକେ ଶୋକରେ ପରିଣତ କରିଦେଇଛି। ବରଯାତ୍ରୀଙ୍କୁ ନେଇ ଫେରୁଥିବା ଏକ କାର ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ଜୀବିତ ଉଦ୍ଧାର …
ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଶେଷ ସନ୍ଧ୍ୟା ଦର୍ଶନ, ସନ୍ଧ୍ୟା ୬ଟା ପରେ ବନ୍ଦ ହେବ ଗୁଣ୍ଡିଚା ମନ୍ଦିର ପ୍ରବେଶ
ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶେଷ ସନ୍ଧ୍ୟା ଦର୍ଶନ କରିବାର ସୁଯୋଗ ପାଇବେ। ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ …
ମାଓବାଦୀ ପ୍ରଭାବିତ ଅଞ୍ଚଳରୁ IIT ପର୍ଯ୍ୟନ୍ତ, ମୟୂରଭଞ୍ଜର ସାଗ୍ରାମ ମାରାଣ୍ଡିଙ୍କ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ମାଓବାଦୀ ପ୍ରଭାବିତ ଅଞ୍ଚଳର ଛାତ୍ର ନିଜ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଭାରତୀୟ ପ୍ରଯୁକ୍ତି ବିଦ୍ୟାପୀଠ (IIT) ଧାନବାଦରେ ନାମ ଲେଖାଇ ସଫଳତାର ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବିଜାତଳା ବ୍ଲକ ଅଧୀନ ଡୁମୁରିକୁଦର …
ପୁରୀ ରେଳ ଷ୍ଟେସନରେ ନଜର ରଖିବ AI ରୋଭର ‘DAC Arjun’, ରଥଯାତ୍ରାରେ ଯାତ୍ରୀ ସୁରକ୍ଷାକୁ ମିଳିବ ବଡ଼ ସହାୟତା
ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ (East Coast Railway) ଏକ ନୂଆ AI ଆଧାରିତ ରୋଭର ବ୍ୟବହାର ଆରମ୍ଭ କରିଛି। ‘DAC Arjun’ ନାମର ଏହି ସ୍ମାର୍ଟ ରୋବୋଟିକ୍ ସର୍ଭେଲାନ୍ସ ସିଷ୍ଟମ ଷ୍ଟେସନ …
ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଗୁଣ୍ଡିଚା ମନ୍ଦିର ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନିଟି ରଥର ଦକ୍ଷିଣ ମୋଡ଼ ନୀତି ସମ୍ପୂର୍ଣ୍ଣ ହୋଇଛି। ଏହା …
ସିଏମଓରୁ କମିଶନ ଫାଇଲ ଗାଏବ ମାମଲା: ପୋଲିସ ନୋଟିସ ପରେ ବି ହାଜର ହେଲେନି ପୂର୍ବତନ IAS ରାଜେଶ ବର୍ମା
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦୁଇଟି କମିଶନ ଫାଇଲ ନିଖୋଜ ଘଟଣାର ତଦନ୍ତ ଆହୁରି ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଛି। ଏହି ମାମଲାରେ ପଚରାଉଚରା ପାଇଁ ନୋଟିସ ଜାରି ହୋଇଥିଲେ ମଧ୍ୟ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମା ବୁଧବାର କ୍ୟାପିଟାଲ ଥାନାରେ ହାଜର ହୋଇନଥିଲେ। …
