ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ୨୦୨୬ ପାଇଁ ଭାରତ ନିଜର ପ୍ରସ୍ତୁତି ଶେଷ କରିଛି। ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ଯାଏଁ ଚାଲିବାକୁ ଥିବା ଏହି ବଡ଼ କ୍ରୀଡ଼ା ମହାକୁମ୍ଭ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ୭୫୮ ସଦସ୍ୟ …
SPORTS
ଜାତୀୟ କ୍ରୀଡ଼ା ଦିବସରେ ‘ଏକ ଘଣ୍ଟା ଖେଳ’ର ଆହ୍ୱାନ: ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି, ଫିଟ୍ ଇଣ୍ଡିଆକୁ ଗୁରୁତ୍ୱ
ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ୧୨୧ତମ ଜୟନ୍ତୀ ଅବସରରେ ଶନିବାର ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଭାରତୀୟ କ୍ରୀଡ଼ାକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ମରଣ କରିବା ସହ ଦେଶବାସୀଙ୍କୁ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ସହ ଯୋଡ଼ିବା ଉପରେ …
FIH ମହିଳା ହକି ବିଶ୍ୱକପ୍ ୨୦୨୬ରେ ଭାରତୀୟ ମହିଳା ହକି ଦଳ ନିଜର ଲଢ଼ୁଆ ପ୍ରଦର୍ଶନ ଜାରି ରଖି ଇତିହାସ ରଚିବାର ଦ୍ୱାରରେ ପହଞ୍ଚିଛି। ବିଶ୍ୱକପ୍ର ୫ମ-୬ଷ୍ଠ ସ୍ଥାନ ପାଇଁ ଗୁରୁବାର ଭାରତ ଶକ୍ତିଶାଳୀ ଜର୍ମାନୀକୁ ଭେଟିବ। ଏହି ମ୍ୟାଚ୍ରେ ବିଜୟ …
ନୂଆ କୋଚ୍ ଜାବି ଆଲୋନ୍ସୋଙ୍କ ଅଧୀନରେ ଚେଲସି ଧମାକାଦାର ବିଜୟ ସହ ପ୍ରିମିୟର ଲିଗ୍ ଅଭିଯାନ ଆରମ୍ଭ କରିଛି। ସୋମବାର ଲଣ୍ଡନର ପଡ଼ୋଶୀ ଫୁଲହାମକୁ ରୋମାଞ୍ଚକ ମୁକାବିଲାରେ ୩-୨ ଗୋଲ୍ରେ ପରାସ୍ତ କରିଛି ଚେଲସି। ଦଳର ଷ୍ଟାର୍ ଫରୱାର୍ଡ ଜୋଆଓ ପେଡ୍ରୋ, …
୧,୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନରେ ହେବ ବୃହତ୍ ଯୁବ ସଂଳାପ | ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରତିଭା ଚିହ୍ନଟ ଉପରେ ଗୁରୁତ୍ୱ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅବସରରେ ଅଗଷ୍ଟ ୨୭ରେ ଦେଶର ଯୁବ କ୍ରୀଡ଼ାବିତ୍ ଓ ଯୁବ ନେତାମାନଙ୍କ ସହ ସିଧାସଳଖ ଆଲୋଚନା …
ହଙ୍ଗେରୀରେ ଭାରତୀୟ ଚେସ୍ର ଆଉ ଏକ ବଡ଼ ସଫଳତା। ୧୯ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍ ପ୍ରତିଷ୍ଠିତ କାନିଜ୍ସା ଓପନ୍ ୨୦୨୬ର ଗ୍ରୁପ୍-ଏ ଟାଇଟଲ୍ ଜିତିଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରଣେଶ ୭ ପଏଣ୍ଟ ହାସଲ କରି …
ନିର୍ଣ୍ଣାୟକ ମ୍ୟାଚ୍ରେ ବିଜୟ ହାସଲ କରିବାରେ ବିଫଳ ହୋଇଛି ଭାରତୀୟ ମହିଳା ହକି ଦଳ। ଅଷ୍ଟ୍ରେଲିଆ ବିପକ୍ଷରେ ଗୋଲଶୂନ୍ୟ ଡ୍ର’ ଖେଳିବା ପରେ ଭାରତ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି। ଭାରତକୁ ଶେଷ ୪ରେ ସ୍ଥାନ ପାଇଁ ଏହି ମ୍ୟାଚ୍ରେ ବିଜୟ …
କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ନୂଆ ଇତିହାସ ରଚିଛନ୍ତି ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ। ଆୱେ କିମ୍ବା ନ୍ୟୁଟ୍ରାଲ୍ ଭେନ୍ୟୁରେ ଟେଷ୍ଟ ଖେଳିଥିବା ୱିକେଟକିପର ଭାବେ ଭାରତ ପାଇଁ ସର୍ବାଧିକ ରନ୍ କରିବାରେ ପନ୍ତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ …
ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସ ଏକ ନାଇଟ୍କ୍ଲବ ଘଟଣାକୁ ନେଇ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଡର୍ବିରେ ଶନିବାର ରାତିରେ ଘଟିଥିବା ଘଟଣା ସମ୍ପର୍କିତ କିଛି ଭିଡିଓ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଛି। ଭିଡିଓରେ କାର୍ସଙ୍କୁ ପୁଲିସ ହେପାଜତରେ ନିଆଯାଉଥିବା ଦେଖାଯାଇଛି।ଘଟଣା …
ମଣିଷଙ୍କ ଦକ୍ଷତାକୁ ଚ୍ୟାଲେଞ୍ଜ ଦେଇ ନୂଆ ରେକର୍ଡ ସୃଷ୍ଟି କରିଛି ଚୀନ୍ର ହ୍ୟୁମାନଏଡ୍ ରୋବଟ୍। ବେଜିଂରେ ଆରମ୍ଭ ହୋଇଥିବା ଅଲିମ୍ପିକ୍ସ ଶୈଳୀର ୱାର୍ଲ୍ଡ ହ୍ୟୁମାନଏଡ୍ ରୋବଟ୍ ଗେମ୍ସର ଉଦ୍ଘାଟନୀ ଦିନରେ ରୋବଟ୍ମାନେ ଦୌଡ଼, ହାଇଜମ୍ପ ସମେତ ବିଭିନ୍ନ କ୍ରୀଡ଼ାରେ ଚମକ ଦେଖାଇଛନ୍ତି। …
