ଭୁବନେଶ୍ୱର: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜୟଦେବ ବିହାର ଆତ୍ମାରାମ ବସ୍ତିର ଗୋଟିଏ ପରିବାରର ୭ ଜଣଙ୍କ ମୃତଦେହ ଭୁବନେଶ୍ୱରରେ ପହଞ୍ଚିଛି। ରବିବାର ରାତି ପ୍ରାୟ ସାଢ଼େ ୧୨ଟାରେ ମଧ୍ୟପ୍ରଦେଶ ସରକାରଙ୍କ ଦୁଇଟି ଆମ୍ବୁଲାନ୍ସ ଯୋଗେ ମୃତଦେହଗୁଡ଼ିକ ଜୟଦେବ ବିହାରସ୍ଥିତ …
Odisha
ଅପରେସନ ନାର୍କୋସ୍ରେ ରେଳବାଇର ନୂଆ ପଦକ୍ଷେପ, ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ଟ୍ରେନ୍ ଓ ପ୍ଲାଟଫର୍ମରେ K9 ଡଗ୍ ସ୍କ୍ୱାଡ୍
ନିଶାଦ୍ରବ୍ୟ ଓ ଅନ୍ୟ ନିଷିଦ୍ଧ ସାମଗ୍ରୀର ବେଆଇନ ଚାଲାଣ ରୋକିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଅପରେସନ ନାର୍କୋସ୍ ଅଧୀନରେ ତାଲିମପ୍ରାପ୍ତ ସ୍ନିଫର ଡଗ୍ଙ୍କୁ ଟ୍ରେନ୍, ପ୍ଲାଟଫର୍ମ ଏବଂ ଲଗେଜ୍ ଓ ପାର୍ସଲ ରଖାଯାଉଥିବା ସ୍ଥାନରେ …
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପାଣିପାଗ ପ୍ରଣାଳୀ ଆହୁରି ଘନୀଭୂତ ହେବାର ସମ୍ଭାବନା ଥିବାରୁ ମଙ୍ଗଳବାରଠାରୁ ଓଡ଼ିଶାରେ ବର୍ଷା ବଢ଼ିପାରେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (RMC) ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର …
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ନୂଆ ପର୍ଯ୍ୟାୟ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ପୁରୀ ଆସିବେ ୯୧୦ ଶ୍ରଦ୍ଧାଳୁ
ଓଡ଼ିଶାର ଶ୍ରଦ୍ଧାଳୁଙ୍କ ପାଇଁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ରବିବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କ ଏହି …
ପୂର୍ତ୍ତ ବିଭାଗକୁ ନେଇ ମନ୍ତ୍ରୀ ପୃଥ୍ବୀରାଜଙ୍କ ବଡ଼ ବୈଠକ, ଲୋକସେବା ଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୁବନେଶ୍ୱର: ପୂର୍ତ୍ତ ବିଭାଗକୁ ନେଇ ଲୋକସେବା ଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। ବୈଠକରେ ପୂର୍ତ୍ତ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ବିଭିନ୍ନ …
CM ମାଝୀଙ୍କ UAE ଗସ୍ତରେ ବୈଶ୍ୱିକ ମଞ୍ଚରେ ପହଞ୍ଚିଲା ଓଡ଼ିଶା, ₹୨.୪୩ ଲକ୍ଷ କୋଟିର ନିବେଶ ଓ ରୋଜଗାରର ନୂଆ କିରଣ
ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ ସେପ୍ଟେମ୍ବରରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୟୁନାଇଟେଡ୍ ଆରବ ଏମିରେଟ୍ସ (UAE) ଗସ୍ତରେ ଥିଲେ। ଏହି ଗସ୍ତ ସମୟରେ ସେ ଆବୁଧାବି ଓ ଦୁବାଇରେ ବିଭିନ୍ନ ବୈଶ୍ୱିକ ନିବେଶକଙ୍କ ସହ ବୈଠକ କରି ଓଡ଼ିଶାରେ …
ନରାଜରେ ୮୭୦ ଏକର ଜମିରେ ହେବ ‘ଓଡ଼ିଶା ସିଲିକନ୍ ଭାଲି’, ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮ ସେପ୍ଟେମ୍ବର: ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି। ନୂଆଦିଲ୍ଲୀରେ ଚାଲିଥିବା ‘ସେମିକନ୍ ଇଣ୍ଡିଆ ୨୦୨୬’ରେ ମୁଖ୍ୟମନ୍ତ୍ରୀ …
ଦକ୍ଷତା ବିକାଶରେ ଓଡ଼ିଶାର ମଡେଲ୍: ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନୀତି ଆୟୋଗର ପ୍ରଶଂସା
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ମାନବ ସମ୍ବଳର ଦକ୍ଷତା ବୃଦ୍ଧିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିବା ଏବଂ ନିଯୁକ୍ତି ସୁଯୋଗ ସହ ଦକ୍ଷତାକୁ ଯୋଡ଼ିବା ଦିଗରେ ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ର …
ମହାରାଷ୍ଟ୍ର ଯାଇଥାନ୍ତେ ୫ ଓରାଂଉଟାନ୍: ହୋଟେଲ୍ ମାଲିକ ବାପପୁଅଙ୍କ ଆକାଉଣ୍ଟ ଓ କଲ୍ ରେକର୍ଡ ଯାଞ୍ଚ
ଭୋଗରାଇ ବ୍ଲକ୍ର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍ ଶାବକ ମିଳିବା ଘଟଣାର ତଦନ୍ତ ଏବେ ଆହୁରି ଗଭୀର ହୋଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍) ବିଭିନ୍ନ ଦିଗରୁ ଘଟଣାର ଖୋଳତାଡ଼ କରୁଛି। ପ୍ରାଥମିକ ତଦନ୍ତରେ ଦୀଘାର ଗ୍ରାଣ୍ଡ ହେରିଟେଜ୍ ହୋଟେଲ୍ର …
ଭୁବନେଶ୍ୱର ଡିସିପି ପଦରୁ ବିଦାୟ, ୨୦୧୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀଙ୍କ ସେବାରେ ଅବସାନ ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ରାଷ୍ଟ୍ରପତି ତାଙ୍କ …
