ଆଇଆଇଟି ବମ୍ବେର ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ପରେ ଗତ ୩ ଦିନ ଧରି ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଅନୁଷ୍ଠାନ ପ୍ରଶାସନ ଓ ଛାତ୍ରମାନଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ହୋଇଛି। ସେପ୍ଟେମ୍ବର ୨୦ ତାରିଖ ରବିବାର …
National
ଓଡ଼ିଶା DGP ଚୟନ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟର ପକ୍ଷ ରଖିଲେ ଆଡଭୋକେଟ୍ ଜେନେରାଲ୍, ୨୨ରେ ପରବର୍ତ୍ତୀ ଶୁଣାଣି
ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ଚୟନ ଓ ନିଯୁକ୍ତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଛନ୍ତି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ। ରାଜ୍ୟ ସରକାରଙ୍କ ପକ୍ଷରୁ DGP ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାଯାଇଛି। …
Semicon India 2026: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ, ଯଶୋଭୂମିରେ ଆରମ୍ଭ ହେଲା ବିଶାଳ ଆୟୋଜନ
ଭାରତର ସେମିକଣ୍ଡକ୍ଟର ଟେକ୍ନୋଲୋଜି କ୍ଷେତ୍ରରେ ଏକ ବଡ଼ ଆୟୋଜନ Semicon India 2026 ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଯଶୋଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୋଜନରେ …
ପିଏମ ମୋଦୀଙ୍କ ଜନ୍ମଦିନରେ ପଶ୍ଚିମବଙ୍ଗ ମହିଳାଙ୍କୁ ବଡ଼ ଉପହାର, ଅନ୍ନପୂର୍ଣ୍ଣା ଯୋଜନାରେ ମିଳିଲା ₹୩,୦୦୦
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପଶ୍ଚିମବଙ୍ଗର ମହିଳାମାନଙ୍କ ପାଇଁ ଅନ୍ନପୂର୍ଣ୍ଣା ଯୋଜନାର କିସ୍ତି ଜାରି କରାଯାଇଛି। ଗୁରୁବାର, ସେପ୍ଟେମ୍ବର ୧୭ରେ ପିଏମ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ …
ପିଏମ ମୋଦୀଙ୍କ ଜନ୍ମଦିନରେ ପୁଟିନଙ୍କ ଶୁଭେଚ୍ଛା, କହିଲେ- ବିଶ୍ୱ ମଞ୍ଚରେ ଆପଣଙ୍କ ବଡ଼ ପ୍ରଭାବ ରହିଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର, ସେପ୍ଟେମ୍ବର ୧୭ରେ ପିଏମ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପୁଟିନ ନିଜ ବାର୍ତ୍ତାରେ ପିଏମ ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ …
UPI ପେମେଣ୍ଟ ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ। ଅକ୍ଟୋବର ୧୫, ୨୦୨୬ରୁ ₹୨,୦୦୦ରୁ ଅଧିକ ମୂଲ୍ୟର ନିର୍ଦ୍ଦିଷ୍ଟ Person-to-Merchant ବା P2M UPI ଟ୍ରାଞ୍ଜାକ୍ସନରେ Merchant Discount Rate ବା MDR ଲାଗୁ ହେବ। ତେବେ ଏହି ଚାର୍ଜ ସିଧାସଳଖ ଗ୍ରାହକଙ୍କଠାରୁ …
ତିନି ଦିନରେ ଆଖି ବୁଜିଲା ଦ୍ୱିତୀୟ ଶାବକ, ପୋଷ୍ଟମର୍ଟମ୍ରେ ସାମ୍ନାକୁ ଆସିଲା ଜନ୍ମଜାତ ‘କ୍ଲେଫ୍ଟ ପ୍ୟାଲେଟ୍’ ସମସ୍ୟା, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ମାୟାର ଦୁଇ ନବଜାତ ଶାବକଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଥର ପାଇଁ ମା’ ହୋଇଥିବା ମାୟା ସେପ୍ଟେମ୍ବର …
ଜ୍ଞାନ, ସିଦ୍ଧି ଓ ଶୁଭାରମ୍ଭର ପ୍ରତୀକ ଭାବେ ଭଗବାନ ଗଣେଶଙ୍କର ସନାତନ ପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ରହିଛି। କୌଣସି ମଙ୍ଗଳ କାର୍ଯ୍ୟର ଆରମ୍ଭ ହେଉ କି ନୂଆ ଯାତ୍ରା, ସର୍ବପ୍ରଥମେ ଗଣପତିଙ୍କୁ ସ୍ମରଣ କରିବାର ପରମ୍ପରା ଦୀର୍ଘକାଳ ଧରି ଚାଲିଆସିଛି। ତେବେ …
ବ୍ରିକ୍ସ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏକୀକୃତ ବଜାର ବ୍ୟବସ୍ଥା ଏବଂ ମୁକ୍ତ-ଉତ୍ସ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ଲାଟଫର୍ମ ଗଠନ ପାଇଁ ପ୍ରସ୍ତାବ ରଖିଛନ୍ତି। ଆସନ୍ତା ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା ଚୀନ୍ ହାତକୁ ଯିବାକୁ ଥିବାରୁ, …
ହିନ୍ଦୀ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଭାରତର ଭାଷାଗତ ବିବିଧତାକୁ ଦେଶର ଶକ୍ତି ବୋଲି କହିଛନ୍ତି। ଭାରତ ଭାଷାଗତ ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧିର ଏକ ଅନନ୍ୟ ଦେଶ ବୋଲି ସେ କହିଛନ୍ତି। ଅମିତ …
