ବିହାରର ବେଗୁସରାୟରେ ଏକ ସମ୍ବେଦନଶୀଳ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନଗର ଥାନା ଅଞ୍ଚଳରେ ସକାଳୁ ସକାଳୁ ବାଇକ୍ରେ ଆସିଥିବା ଦୁର୍ବୃତ୍ତମାନେ ତାବଡ଼ତୋଡ଼ ଗୁଳି ଚଳାଇଥିଲେ। ଏହି ଗୁଳିମାଡ଼ରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଚିନ୍ତାଜନକ …
Tag:
