NEET-UG ରି-ଏଗ୍ଜାମ୍ ପୂର୍ବରୁ ଓଡ଼ିଶାର ଜଣେ ଛାତ୍ରୀ ଓ ତାଙ୍କ ପରିବାର ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରୀକ୍ଷା ପାଇଁ ତାଙ୍କୁ ଘରଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂର ଉତ୍ତରାଖଣ୍ଡର ଦେହରାଦୁନରେ ପରୀକ୍ଷା କେନ୍ଦ୍ର ଆବଣ୍ଟନ କରାଯାଇଥିଲା। ତେବେ ପରିବାର …
Tag:
