ବଲାଙ୍ଗୀର ଜିଲ୍ଲା ଗାନ୍ଧୀନଗର ପଡ଼ା ସ୍ଥିତ ଏନଏଚ୍-୨୬ କଡ଼ରେ ଥିବା ଏକ ଘରୋଇ ମାର୍କେଟ୍ କମ୍ପ୍ଲେକ୍ସରେ ଶୁକ୍ରବାର ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ଇଲେକ୍ଟ୍ରିକ୍ ଭେହିକଲ୍ (EV) ଶୋ’ରୁମ ସମେତ ମୋଟ ୮ଟି ଦୋକାନ ପ୍ରଭାବିତ …
Tag:
