ପ୍ୟାରିସ୍ ଫ୍ୟାଶନ୍ ୱିକ୍ରେ ନିଜ ଷ୍ଟାଇଲ୍ରେ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେପ୍ଟେମ୍ବର ୨୮ରେ ଆୟୋଜିତ ଲୋରିଆଲ୍ ପ୍ୟାରିସ୍ର ‘ଲେ ଡେଫିଲ୍’ ଫ୍ୟାଶନ୍ ଶୋ’ରେ ସେ ଗ୍ଲୋବାଲ୍ ଆମ୍ବାସାଡର୍ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଐଶ୍ୱର୍ଯ୍ୟା …
Tag:
