ଉପନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ରାଜନୈତିକ ମାହୋଲ ଗରମ ହୋଇଛି। ଆମ ଜନତା ଉନ୍ନୟନ ପାର୍ଟି ପ୍ରମୁଖ ତଥା ବିଧାୟକ ହୁମାୟୁଁ କବୀରଙ୍କୁ ପୋଲିସ ହେପାଜତରେ ନେଇଛି। ରେଜିନଗର ବିଧାନସଭା ଉପନିର୍ବାଚନ ସମୟରେ ଏହି ଘଟଣା ଘଟିଛି। ବେଲଡାଙ୍ଗା SDPO …
Tag:
