ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୌସୁମୀ ବର୍ଷା ଯେପରି ଦେଶ ପାଇଁ କଲ୍ୟାଣକାରୀ, ସେହିପରି ମୌସୁମୀ ଅଧିବେଶନ ମଧ୍ୟ ଜନସାଧାରଣଙ୍କ କଲ୍ୟାଣ ପାଇଁ ଫଳପ୍ରଦ ହେବା ଆବଶ୍ୟକ। …
Tag:
