ଚେକ୍ ବାଉନ୍ସର ୭ଟି ମାମଲାରେ ଦୋଷୀ ସାବ୍ୟସ୍ତ ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ସୋମବାର ଅତିକମରେ ୨ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାର ଥିଲା। କିନ୍ତୁ ତାହା …
Tag:
