ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣସର ଲୀଳା ଚାଲିଥିବା ବେଳେ ପରମ୍ପରା ଅନୁଯାୟୀ ତାଙ୍କ ଆରୋଗ୍ୟ କାମନାରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଦଶମୂଳ ମୋଦକ। ପ୍ରାୟ ଦୁଇ ମାସ ଧରି ଚାଲିଥିବା ପ୍ରସ୍ତୁତି ପରେ ଆଜି ରାଜବୈଦ୍ୟ ଏହି ଦଶମୂଳ ମୋଦକକୁ ଶ୍ରୀମନ୍ଦିର …
ରଥଯାତ୍ରା ୨୦୨୬: ପୁରୀରେ ୫ କି.ମି. ପରିସରକୁ ‘ନୋ-ଫ୍ଲାଇଂ ଜୋନ୍’ ଘୋଷଣା, ବିନା ଅନୁମତିରେ ଡ୍ରୋନ୍ ଉଡ଼ାଇବା ଉପରେ କଟକଣା
ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ୨୦୨୬କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରଶାସନ ପୁରୀ ସହରର ୫ କିଲୋମିଟର ପରିସରକୁ ‘ନୋ-ଫ୍ଲାଇଂ ଜୋନ୍’ ଭାବେ ଘୋଷଣା …
ଓଡ଼ିଶା ପରିବହନ ବିଭାଗ ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ଏବଂ ବୀମା ବିନା ଚଳାଚଳ କରୁଥିବା ଗାଡ଼ି ବିରୋଧରେ ରାଜ୍ୟବ୍ୟାପୀ କଡ଼ା ଚଢ଼ାଉ ଆରମ୍ଭ କରିଛି। ଗତ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦୦ରୁ ଅଧିକ ଗାଡ଼ିକୁ ଜବତ କରାଯାଇଛି। …
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା: ମାର୍ଚ୍ଚ ୨୦୨୭ ସୁଦ୍ଧା ୨୨୦୦ ସ୍କୁଲ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନୋନ୍ନତି ପାଇଁ ଆରମ୍ଭ ହୋଇଥିବା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ଥାପନ ହେବାକୁ ଥିବା ୨୨୦୦ଟି …
ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ନେତା ସଞ୍ଜୟ ରାଉତ ଏନସିପି ନେତା ଶରଦ ପାୱାରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଶରଦ ପାୱାର ଜଣେ ବରିଷ୍ଠ ଓ ସମ୍ମାନିତ ନେତା ହୋଇଥିଲେ ମଧ୍ୟ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ …
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମସି)କୁ କଲକାତା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକୋର୍ଟ ଦଳକୁ ବ୍ୟାଙ୍କ ଖାତା ଚଳାଇବାକୁ ଅନୁମତି ଦେଇଛନ୍ତି। ତେବେ ଏହି ଅନୁମତି କିଛି ସର୍ତ୍ତ ସହ ଦିଆଯାଇଛି। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ, …
କଟକ: ହୀରାକୁଦ ଜଳଭଣ୍ଡାରରୁ ଆଜି (୯ ଜୁଲାଇ) ବନ୍ୟାଜଳ ନିଷ୍କାସନ କରାଯାଉଥିବା ପରିପ୍ରେକ୍ଷୀରେ କଟକ ଜିଲ୍ଲାରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସାଧାରଣ ଲୋକଙ୍କ …
ରାଉରକେଲାର ସେକ୍ଟର-୭ ଥାନା ଅଞ୍ଚଳ ଅନ୍ତର୍ଗତ ନାରାୟଣୀ ବସ୍ତିରେ ହତ୍ୟା ମାମଲାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ବେଆଇନ ଘରକୁ ଗୁରୁବାର ପ୍ରଶାସନ ବୁଲଡୋଜର ଚଳାଇ ଭାଙ୍ଗି ଦେଇଛି। ସୂଚନା ଅନୁସାରେ, ଏହି ଅଭିଯୁକ୍ତମାନେ ବସ୍ତି ଅଞ୍ଚଳରେ ବେଆଇନ ଭାବେ …
ଓଡ଼ିଶାରୁ ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଜାତୀୟ ଶୁଭାରମ୍ଭ, ଅନ୍ତର୍ଜାତୀୟ ଜଳସୀମାରେ ମାଛଧରା ପାଇଁ ମିଳିଲା LoA
ଭୁବନେଶ୍ୱର, ୯ ଜୁଲାଇ: ଭାରତର ନୀଳ ଅର୍ଥନୀତି (Blue Economy)କୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ପାଇଁ ‘ଲେଟର ଅଫ୍ ଅଥରାଇଜେସନ୍ (LoA)’ର ଜାତୀୟ ଶୁଭାରମ୍ଭ ଗୁରୁବାର ଭୁବନେଶ୍ୱରରେ ହୋଇଛି। ଓଡ଼ିଶା କୃଷି ଓ …
ରଥ ନିର୍ମାଣରେ ଶେଷ ପର୍ଯ୍ୟାୟ କାମ ଜୋରଦାର: ହଂସପଟା ବାଡ଼ିଆ ଚାଲିଛି, ପାର୍ଶ୍ୱ ଦେବଦେବୀ ଲାଗିବା ପାଇଁ ପ୍ରସ୍ତୁତି
ପୁରୀରେ ଆସନ୍ତା ରଥଯାତ୍ରାକୁ ନେଇ ତିନି ରଥର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥ ନିର୍ମାଣର ୭୯ତମ ଦିନରେ ମହାରଣା, ଭୋଇ ଓ ଚିତ୍ରକାର ସେବକମାନେ ପାରମ୍ପରିକ ବିଧି ଅନୁଯାୟୀ ବିଭିନ୍ନ କାର୍ଯ୍ୟକୁ ଦ୍ରୁତ ଗତିରେ ସମ୍ପନ୍ନ କରୁଛନ୍ତି। …
