ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ବ୍ୟାଟର୍ ରୋହିତ ଶର୍ମାଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍ରେ ଦେଖିବାକୁ ମିଳିବ କି ନାହିଁ, ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। ଟି-୨୦ ଓ ଟେଷ୍ଟ୍ କ୍ରିକେଟ୍ରୁ ସନ୍ୟାସ ନେଇଥିବା ରୋହିତ ବର୍ତ୍ତମାନ ଦିନିକିଆ ଫର୍ମାଟ୍ରେ …
SPORTS
ବର୍ଷା ଯୋଗୁଁ ପାକିସ୍ତାନ-ହଂକଂ ମ୍ୟାଚ୍ ବାତିଲ, ରାଙ୍କିଙ୍ଗ୍ ଆଧାରରେ ଉଭୟ ଦଳକୁ ମିଳିଲା ଫାଇଦା ନିସିନ୍: ଏସୀୟ କ୍ରୀଡ଼ାର କ୍ରିକେଟ୍ ଇଭେଣ୍ଟରେ ବର୍ଷା ପ୍ରଭାବ ପଡ଼ିଛି। ପାକିସ୍ତାନ ଓ ହଂକଂ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ କ୍ୱାର୍ଟରଫାଇନାଲ୍ ମୁକାବିଲା ଲଗାଣ ବର୍ଷା …
୯୯ ନମ୍ବର ଜର୍ସିରେ ଲୁଚିଛି ଦାଦାଙ୍କ କନେକ୍ସନ୍; ବ୍ୟାଟରରୁ ଫାଷ୍ଟ ବୋଲର୍ ହେବା ପଛରେ କୋଚ୍ଙ୍କ ଭୂମିକା କଟକ, ସେପ୍ଟେମ୍ବର ୨୪: ପିଲାଦିନେ ଟେଲିଭିଜନ୍ରେ ସୌରଭ ଗାଙ୍ଗୁଲିଙ୍କୁ ବ୍ୟାଟିଂ କରୁଥିବା ଦେଖି କ୍ରିକେଟ୍ ପ୍ରତି ଆକର୍ଷିତ ହୋଇଥିଲେ। ହାତରେ ଥିଲା ବ୍ୟାଟ୍, …
ଭାରତୀୟ ହକିରେ ବିବେକଙ୍କ ନୂଆ ମାଇଲଷ୍ଟୋନ୍, ଏସିଆନ୍ ଗେମ୍ସରେ ହାସଲ କଲେ ଐତିହାସିକ ସଫଳତା କାକାମିଗାହାରା, ସେପ୍ଟେମ୍ବର ୨୪: ଭାରତୀୟ ହକି ଦଳର ଷ୍ଟାର ମିଡ୍ଫିଲ୍ଡର ବିବେକ ସାଗର ପ୍ରସାଦ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ଏକ ବଡ଼ ମାଇଲଷ୍ଟୋନ୍ ହାସଲ …
ଲଗାତାର ତୃତୀୟ ଏସିଆନ୍ ଗେମ୍ସରେ ପଦକ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଏସିଆନ୍ ଗେମ୍ସରେ ଭାରତୀୟ ଉଶୁ ତାରକା ନାଓରେମ୍ ରୋଶିବିନା ଦେବୀ ପୁଣିଥରେ ଦେଶ ପାଇଁ ପଦକ ଜିତି ନିଜର ନିରନ୍ତର ସଫଳତାକୁ ପ୍ରମାଣ କରିଛନ୍ତି। ମହିଳା ସାଣ୍ଡା ୬୦ …
ଭାରତୀୟ ଭାରୋତ୍ତୋଳନ ତାରକା ମୀରାବାଇ ଚାନୁ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ୪୯ କିଲୋଗ୍ରାମ ବର୍ଗରେ ମୀରାବାଇ ମୋଟ ୧୯୮ କିଲୋଗ୍ରାମ ଭାର ଉଠାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ନାଚ୍ରେ ସେ ୮୭ …
ଭୁବନେଶ୍ୱର: ୨୦୨୬ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ଟେବୁଲ୍ ଟେନିସ୍ ଦଳର ଦମଦାର ପ୍ରଦର୍ଶନ। ପାକିସ୍ତାନକୁ ୩-୦ରେ ପରାସ୍ତ କରି ଭାରତ କ୍ୱାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିଛି। ଏହି ବିଜୟ ସହ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ଅପରାଜିତ ରହିଛି। ଗ୍ରୁପ୍ …
କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଶୁଭାରମ୍ଭ ହୋଇଛି ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲିଗ୍ର ଶୁଭାରମ୍ଭ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ ଟ୍ରଫି’ରେ ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ କ୍ରିକେଟ୍ ପଞ୍ଚମ …
ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତିଛି। ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ଭାରତୀୟ ଦଳ ୧୨୭ ରନ୍ର ବଡ଼ ବ୍ୟବଧାନରେ ବିଜୟ ହାସଲ କରି ଶୃଙ୍ଖଳାକୁ କ୍ଲିନ୍ ସୁଇପ୍ …
କ୍ରିକେଟ୍ ମଇଦାନରେ ନିଜ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଥିବା ରିଙ୍କୁ ସିଂହ ଏବେ ଜୀବନର ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି। ସମାଜବାଦୀ ପାର୍ଟିର ଲୋକସଭା ସାଂସଦ ପ୍ରିୟା ସରୋଜଙ୍କ ସହ ରିଙ୍କୁଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଛି। ଡିସେମ୍ବର ୪, …
