ଷ୍ଟିଫେନ୍ ଫ୍ଲେମିଂ ହେଲେ ନୂଆ ମୁଖ୍ୟ କୋଚ୍, ନୂଆ ଅଧ୍ୟାୟ ଆରମ୍ଭ କରିବ ଇଂଲଣ୍ଡ ଟେଷ୍ଟ କ୍ରିକେଟ୍ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଟେଷ୍ଟ ଦଳ ପାଇଁ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଅନୁଭବୀ ବ୍ୟାଟର ଜୋ ରୁଟ୍ଙ୍କୁ ପୁଣିଥରେ ଟେଷ୍ଟ ଦଳର …
SPORTS
ଭାରତୀୟ ହକି ଦଳର ଜର୍ସିର ରଙ୍ଗକୁ ଭଗୱା କରାଯିବା ନେଇ ଚର୍ଚ୍ଚା ମଧ୍ୟରେ ହକି ଇଣ୍ଡିଆ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସଂସ୍ଥା କହିଛି ଯେ, ଏହି ନିଷ୍ପତ୍ତି କୌଣସି ଆକସ୍ମିକ ପଦକ୍ଷେପ ନୁହେଁ, ବରଂ ଖେଳାଳି, କୋଚ୍ ଓ ସପୋର୍ଟ ଷ୍ଟାଫଙ୍କ …
ଗ୍ଲାସଗୋ: ଦିନକୁ ମାତ୍ର ₹୧୫୦–₹୨୦୦ ମଜୁରିରେ ଜୀବନ ଚଳାଉଥିବା ଜଣେ ଯୁବକ ଆଜି କମନୱେଲଥ୍ ଗେମ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତି ଦେଶର ଗର୍ବ ପାଲଟିଛନ୍ତି। ସଂଘର୍ଷ, ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତିର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି …
ଭୁବନେଶ୍ୱର: ଆଜି ବିଶ୍ୱ ଚେସ୍ ଦିବସ। ବୁଦ୍ଧିମତ୍ତା, କୌଶଳ, ଧୈର୍ଯ୍ୟ ଓ ସୃଜନଶୀଳ ଚିନ୍ତାଧାରାର ଅପୂର୍ବ ସମନ୍ୱୟ ହେଉଛି ଚେସ୍। ପ୍ରାଚୀନ ଏହି ବୌଦ୍ଧିକ ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଏକ ସାଂସ୍କୃତିକ ଐତିହ୍ୟ ଏବଂ ମାନସିକ …
ଲଗାତାର ଦ୍ୱିତୀୟ ଥର ବିଶ୍ୱକପ୍ ଫାଇନାଲରେ ଆର୍ଜେଣ୍ଟିନା; ଶେଷ ୭ ମିନିଟ୍ରେ ବାଜି ମାରିଲେ ମେସିଙ୍କ ଦଳ
ଆଟଲାଣ୍ଟା: ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନା ଲଗାତାର ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି। ବୁଧବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଲିଓନେଲ ମେସିଙ୍କ ଦଳ ଇଂଲଣ୍ଡକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲ ଟିକେଟ୍ ହାସଲ କରିଛି। ବର୍ତ୍ତମାନ …
ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ଇତିହାସର ସବୁଠାରୁ ସଫଳ ଓ ଦୀର୍ଘସ୍ଥାୟୀ ସମ୍ପର୍କ ମଧ୍ୟରୁ ଗୋଟିଏର ଅବସାନ ଘଟିଛି। ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ଦଳର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ପରସ୍ପର ସହମତିରେ ଅଲଗା ହେବାକୁ ନିଷ୍ପତ୍ତି …
ଲିସବନ: ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍-୧୬ରେ ସ୍ପେନ୍ଠାରୁ ପରାଜୟ ପରେ ପୁର୍ତ୍ତଗାଲର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି। ଏହି ପରାଜୟ ପରେ ଦଳର ଅଧିନାୟକ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ରୋନାଲଡୋ ସ୍ପଷ୍ଟ କରିଛନ୍ତି …
ଭାରତ ସାମ୍ନାରେ ପାକିସ୍ତାନର ସ୍ୱୀକାରୋକ୍ତି! କୋଚ୍ ମାଇକ୍ ହେସନ୍ କହିଲେ— ‘ଭାରତ ହିଁ ବିଶ୍ୱର ନମ୍ବର ୱାନ୍ ଦଳ’
ପାକିସ୍ତାନ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ମାଇକ୍ ହେସନ୍ ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ରିକେଟ୍ ଦଳ। ତାଙ୍କ କହିବା ଅନୁସାରେ, କେବଳ ପାକିସ୍ତାନ ନୁହେଁ, ବରଂ ବିଶ୍ୱର ପ୍ରାୟ ସମସ୍ତ ଦଳ ଭାରତକୁ ପରାସ୍ତ …
ବେଲଫାଷ୍ଟ: ଆୟରଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତକୁ ୩୪ ରନ୍ରେ ପରାସ୍ତ କରି ଘରୋଇ ଦଳ ଐତିହାସିକ ବିଜୟ ହାସଲ କରିଛି। ଏହି ପରାଜୟ ସହ ଭାରତର ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟର …
ଅନ୍ତଃରାଜ୍ୟ ଆଥଲେଟିକ୍ସ: ପ୍ରଜ୍ଞାଙ୍କ କାଂସ୍ୟ ସହ ଓଡ଼ିଶାର ପଦକ ଖାତା ଖୋଲିଲା, ଜ୍ୟୋତିଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ
ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୬୫ତମ ଜାତୀୟ ଅନ୍ତଃରାଜ୍ୟ ଆଥଲେଟିକ୍ସ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ପ୍ରଥମ ପଦକ ଉପହାର ଦେଇଛନ୍ତି ପ୍ରଜ୍ଞା ପ୍ରଶାନ୍ତୀ ସାହୁ। ମହିଳା ୧୦୦ ମିଟର ବାଧାଦୌଡ଼ରେ ୧୩.୪୮ ସେକେଣ୍ଡ ସମୟ ନେଇ …
