ଗୋଆ: ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମଞ୍ଚରେ ଓଡ଼ିଆ ସିନେମାର ପ୍ରତିଷ୍ଠା ବଢ଼ାଇଛି ଚଳଚ୍ଚିତ୍ର ‘ବାଘୁଣୀ’। ୫୭ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (IFFI)ରେ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଆ ସିନେମାର ଏହି ଉପସ୍ଥିତି …
Tag:
Baghuni
Entertainment
ଗୋଆର IFFI ମଞ୍ଚରେ ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’, ମିନିର ସଂଘର୍ଷ କାହାଣୀକୁ ମିଳିଲା ପ୍ରଶଂସା
by Sunita Jena
ଗୋଆ: ଓଡ଼ିଶାର ଲୋକକଳା, ସଂସ୍କୃତି ଓ ଜଣେ କୁନି ଝିଅର ଅଦମ୍ୟ ସ୍ୱପ୍ନ ଏବେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମଞ୍ଚରେ ଚର୍ଚ୍ଚାରେ। ଗୋଆରେ ଆୟୋଜିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’। ଗାଲା ପ୍ରିମିୟର ବିଭାଗରେ …
