ଭୋଜପୁରୀ ଅଭିନେତ୍ରୀ କାଜଲ ରାଘୱାନୀଙ୍କୁ ଦେଖିବା ପାଇଁ ବିହାରଶରିଫରେ ଶନିବାର ପ୍ରବଳ ଭିଡ଼ ଜମିଥିଲା। ଏକ ଜ୍ୱେଲେରୀ ଶୋରୁମ୍ର ଉଦ୍ଘାଟନ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସିଥିଲେ। ତାଙ୍କ ଆସିବା ଖବର ପ୍ରଚାର ହେବା ପରେ ଶୋରୁମ୍ ନିକଟରେ …
Tag:
