ଆଫ୍ଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତୀୟ ଖେଳାଳିଙ୍କ ପ୍ରଭାବଶାଳୀ ପ୍ରଦର୍ଶନର ପ୍ରଭାବ ଆଇସିସି ଟି-୨୦ ମାନ୍ୟତାରେ ଦେଖିବାକୁ ମିଳିଛି। ନୂଆ ରାଙ୍କିଂରେ ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ ଏକାଧିକ ଭାରତୀୟ ଖେଳାଳି ଉପରକୁ ଉଠିଛନ୍ତି। ବ୍ୟାଟିଂ ରାଙ୍କିଂରେ ଈଶାନ କିଶନ …
cricket
ଟିମ୍ ଇଣ୍ଡିଆ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମ୍ରେ ନେଟ୍ସରେ ପୂରା ଲୟରେ ବୋଲିଂ କରିଛନ୍ତି ଜସପ୍ରୀତ ବୁମରା। ତାଙ୍କ ବୋଲିଂ ଦେଖି ଲାଗୁଛି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ପଡ଼ିଆକୁ ଫେରିବାକୁ …
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବର୍ତ୍ତମାନ ଲଣ୍ଡନ ଗସ୍ତରେ ଅଛନ୍ତି। ଜନକଲ୍ୟାଣକାରୀ ଯୋଜନା ଏବଂ ଭିତ୍ତିଭୂମି ବିକାଶ ପାଇଁ ତାଙ୍କୁ ୩ଟି ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଉଛି। ଏହି ଗସ୍ତ ସମୟରେ ଶୁକ୍ରବାର ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଭେଟିଛନ୍ତି। …
ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ ଏମିତି ଏକ ରେକର୍ଡ କରିଛନ୍ତି, ଯାହା ଟେଷ୍ଟ କ୍ରିକେଟ୍ରେ ୧୦୦ ବର୍ଷରୁ ଅଧିକ ସମୟ ଧରି କେହି କରିପାରିନଥିଲେ। ଏଡ୍ବାଷ୍ଟନ୍ରେ ଚାଲିଥିବା ଏହି ମ୍ୟାଚ୍ରେ ରବିନସନ୍ ନିଜର ଚମତ୍କାର …
ଉଭୟ ଇନିଂସରେ ଗୋଟିଏ ବି ରନ୍ ଦେଲେନି, ନେଲେ ୱିକେଟ୍; ୧୩୧ ବର୍ଷ ପରେ ମାନବ ସୁତାରଙ୍କ ଐତିହାସିକ ରେକର୍ଡ
ଭାରତୀୟ ସ୍ପିନର ମାନବ ସୁତାର କାଉଣ୍ଟି ଚାମ୍ପିୟନଶିପରେ ଏମିତି ଏକ ରେକର୍ଡ କରିଛନ୍ତି, ଯାହା ଦୀର୍ଘ ୧୩୧ ବର୍ଷ ପରେ ପୁଣି ଦେଖିବାକୁ ମିଳିଛି। ୱାର୍ୱିକଶାୟର ପକ୍ଷରୁ ଖେଳୁଥିବା ସୁତାର ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ସହ ଥିଲେ। ଶେଷ ମ୍ୟାଚ୍ …
ଅଷ୍ଟ୍ରେଲିଆର ଲୋକପ୍ରିୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ବିଗ୍ ବାସ୍ ଲିଗ୍ (ବିବିଏଲ୍)ରେ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଲିଗ୍ର ଆର୍ଥିକ ଭିତ୍ତିକୁ ମଜବୁତ କରିବା ଏବଂ ଅଧିକ ନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଫ୍ରାଞ୍ଚାଇଜ୍ଗୁଡ଼ିକରେ ଘରୋଇ ପୁଞ୍ଜି ନିବେଶକୁ ସୁଯୋଗ …
ଅଗଷ୍ଟ ୧୫ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଟେଷ୍ଟ୍ ଲଢ଼େଇ; ଆହତ ସାଇ ସୁଦର୍ଶନଙ୍କ ସ୍ଥିତିକୁ ନେଇ ବଢ଼ିଲା ସସ୍ପେନ୍ସ
ଶୁବମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପାଇଁ ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛି। ମୁମ୍ବାଇରୁ ଯାତ୍ରା କରି ଦଳ କଲମ୍ବୋର ବନ୍ଦାରନାୟକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ …
ଅଷ୍ଟ୍ରେଲିଆରେ ଐତିହାସିକ ସିରିଜ୍ ବିଜୟର ନାୟକ କହିଲେ ବିଦାୟ, ଭାବପ୍ରବଣ ବାର୍ତ୍ତାରେ ଜଣାଇଲେ କୃତଜ୍ଞତା ଭାରତୀୟ କ୍ରିକେଟର ଅଭିଜ୍ଞ ବ୍ୟାଟର ତଥା ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଗୁରୁବାର ସବୁ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି …
ଷ୍ଟିଫେନ୍ ଫ୍ଲେମିଂ ହେଲେ ନୂଆ ମୁଖ୍ୟ କୋଚ୍, ନୂଆ ଅଧ୍ୟାୟ ଆରମ୍ଭ କରିବ ଇଂଲଣ୍ଡ ଟେଷ୍ଟ କ୍ରିକେଟ୍ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଟେଷ୍ଟ ଦଳ ପାଇଁ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଅନୁଭବୀ ବ୍ୟାଟର ଜୋ ରୁଟ୍ଙ୍କୁ ପୁଣିଥରେ ଟେଷ୍ଟ ଦଳର …
