ହଷ୍ଟେଲରେ ପରସା ଯାଉଥିବା ଖାଦ୍ୟର ମାନକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ଜଟଣୀ ସ୍ଥିତ ସେଣ୍ଟୁରିଅନ୍ ୟୁନିଭର୍ସିଟି କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲରେ ପରସା ଯାଇଥିବା ଖାଦ୍ୟରେ ଝିଟିପିଟି ମିଳିଥିଲା। ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ଖାଦ୍ୟର ମାନ …
Tag:
