ଭାରତୀୟ ଅର୍ଥନୀତିର ଗତିକୁ ନେଇ ବିଶ୍ୱବ୍ୟାଙ୍କ ଆଶାବାଦୀ ରହିଛି। ଏହାର ନୂଆ ‘ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ୍’ ରିପୋର୍ଟ ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ୭.୧% ରହିପାରେ। ପୂର୍ବରୁ ଏପ୍ରିଲ୍ରେ ବିଶ୍ୱବ୍ୟାଙ୍କ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୬% ରହିବ …
Tag:
