ଚଳିତ ଏସୀୟ କ୍ରୀଡ଼ା ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଶନିବାର ଦେଖିବାକୁ ମିଳିବ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ଫାଇନାଲ୍ ମୁକାବିଲା। ଗତ ସଂସ୍କରଣର ବିଜେତା ଭାରତ ଫାଇନାଲ୍ରେ ସ୍ଥାନ ପକ୍କା କରିଥିବା ବେଳେ ଅନ୍ୟ ସେମିଫାଇନାଲ୍ରେ ପାକିସ୍ତାନ ବାଂଲାଦେଶକୁ ହରାଇ …
Tag:
