ଓଡ଼ିଆ ସିନେମାକୁ ମିଳିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ଭୁବନେଶ୍ୱର, ୫/୧୦: ଓଡ଼ିଆ ସିନେମା ଜଗତକୁ ମିଳିଛି ଏକ ନୂଆ ଭିତ୍ତିଭୂମି। ରାଜଧାନୀ ଭୁବନେଶ୍ୱରରେ ପୁନର୍ବିକଶିତ ଓ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ …
Tag:
