ଗୁଜରାଟର ଜାମନଗର ଜିଲ୍ଲାର ରାମସାର ମାନ୍ୟତାପ୍ରାପ୍ତ ଖିଜାଡିଆ ବାର୍ଡ ସାଙ୍କ୍ଚୁଆରୀରେ ବ୍ଲାକ୍-ନେକ୍ଡ ଷ୍ଟର୍କର ସଫଳ ପ୍ରଜନନ ନେଇ ଆସିଛି ବଡ଼ ଖୁସି ଖବର। ଗୁଜରାଟ ଇକୋଲଜିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (GEER) ଫାଉଣ୍ଡେସନ୍ର ଏକ ନୂଆ ବୈଜ୍ଞାନିକ ଅଧ୍ୟୟନରେ ଅଭୟାରଣ୍ୟରେ ୪ଟି …
Tag:
