ଖୋର୍ଦ୍ଧା ଜିଲ୍ଲା ଏବଂ ଚିଲିକା ନିର୍ବାଚନମଣ୍ଡଳୀରେ ଚାଲିଥିବା ବିଭିନ୍ନ ପାଇପ୍ ପାନୀୟ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତିକୁ ନେଇ ଶୁକ୍ରବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି …
khordha
ଭୁବନେଶ୍ୱର: ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପକୁ ମିଳିବ ନୂଆ ଗତି। ଖୋର୍ଦ୍ଧାର ଇନ୍ଫୋଭ୍ୟାଲି-୨ରେ ପ୍ରାୟ ₹୩,୪୦୬.୨୫ କୋଟି ବିନିଯୋଗରେ ଏକ ବୃହତ୍ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ପ୍ରତିଷ୍ଠା ହେବ। ତାମିଲନାଡୁ ଭିତ୍ତିକ SiCSem Private Limited ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଫାଲ୍ଟା ସ୍ପେଶାଲ୍ …
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଉ ସକାଳୁଆ କ୍ଲାସ ହେବ ନାହିଁ। ପାଣିପାଗରେ ସୁଧାର ଆସିଥିବାରୁ ଜିଲ୍ଲା ପ୍ରଶାସନ ବୁଧବାରଠାରୁ ସ୍କୁଲଗୁଡ଼ିକୁ ପୂର୍ବଭଳି ସାଧାରଣ ସମୟରେ ଚଳାଇବାକୁ ନିଷ୍ପତ୍ତି ନେଇଛି। ଗ୍ରୀଷ୍ମ ଛୁଟି ପରେ ଜୁନ …
ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଥାନା ଅଧୀନ ଦିଘିରି ନିକଟ ଜାତୀୟ ରାଜପଥ-୫୭ରେ ସୋମବାର ବିଳମ୍ବିତ ରାତିରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଠିଆ ଥିବା ଟ୍ରକ ପଛରେ ବାଇକ୍ ପିଟି ହୋଇଯିବାରୁ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ …
ଖୋର୍ଦ୍ଧା ଜିଲ୍ଲାର ଶାଳିଆ ନଦୀର ଗୁରେଇ ବନ୍ଧରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣେ ନାବାଳକଙ୍କ ମୃତଦେହ ଶନିବାର ସକାଳେ ଉଦ୍ଧାର କରାଯାଇଛି। ମୃତ ନାବାଳକ ଜଣଙ୍କ ହେଲେ ବାଣପୁର ବ୍ଲକ ଅଧୀନ ସାଲୁଣୀ ଗାଁର ଚନ୍ଦନ ପ୍ରଧାନ। ସୂଚନା ଅନୁସାରେ, …
