ଆଫଗାନିସ୍ତାନ ଏବଂ ଏହାର ପଡ଼ୋଶୀ ଦେଶଗୁଡ଼ିକରେ NATOର ସାମରିକ ଭିତ୍ତିଭୂମି ମୁତୟନକୁ ନେଇ ରୁଷିଆ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ରୁଷିଆର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ, କୌଣସି ବାହାନାରେ ହେଉନା କାହିଁକି, ଆଫଗାନିସ୍ତାନ କିମ୍ବା ଏହାର ପଡ଼ୋଶୀ …
Tag:
