ଔଷଧ ବିକ୍ରି ବଢ଼ାଇବା ପାଇଁ ଡାକ୍ତରମାନଙ୍କୁ ମହଙ୍ଗା ଉପହାର ଏବଂ ବିଦେଶ ଯାତ୍ରା ଭଳି ସୁବିଧା ଦିଆଯାଉଥିବା ଅଭିଯୋଗର ସମୀକ୍ଷା ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ବିକ୍ରମ ନାଥ ଏବଂ …
Tag:
