ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ମଥୁରାର ମାଣ୍ଟ ବିଧାନସଭା ଆସନରୁ ଏକାଧିକ ଥର ବିଧାୟକ ରହିଥିବା ଶ୍ୟାମ ସୁନ୍ଦର ଶର୍ମା ପୁଣିଥରେ କଂଗ୍ରେସରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଶର୍ମା ମାଣ୍ଟ ଆସନରୁ …
Tag:
