ଅବମାନନା ନୋଟିସ୍ ପ୍ରତ୍ୟାହାର ପାଇଁ ଅଦାଲତଙ୍କୁ ଅନୁରୋଧ; ଆଇନଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେଇଥିବା ଦାବି ନୂଆଦିଲ୍ଲୀ: ଦିଲ୍ଲୀର କିଛି ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିବା ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଅକ୍ଟୋବର …
supreme court
CJPର ୧୦ ଅକ୍ଟୋବର ପ୍ରତିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଚିନ୍ତା, ମେଟ୍ରୋ ଓ ଟ୍ରେନ୍ ସେବା ବନ୍ଦ ନକରିବାକୁ ନିର୍ଦ୍ଦେଶ
ଦିଲ୍ଲୀରେ କକରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ଅକ୍ଟୋବର ୧୦ ତାରିଖରେ ପ୍ରସ୍ତାବିତ ପ୍ରତିବାଦକୁ ନେଇ ପୁଲିସ ପ୍ରଶାସନ ସତର୍କ ରହିଛି। ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ମେଟ୍ରୋ ଷ୍ଟେସନ ବନ୍ଦ ଏବଂ ଟ୍ରେନ୍ ସେବା ବାତିଲ କରିବା ସମ୍ପର୍କିତ ପଦକ୍ଷେପକୁ …
ଔଷଧ ବିକ୍ରି ବଢ଼ାଇବା ପାଇଁ ଡାକ୍ତରମାନଙ୍କୁ ମହଙ୍ଗା ଉପହାର ଏବଂ ବିଦେଶ ଯାତ୍ରା ଭଳି ସୁବିଧା ଦିଆଯାଉଥିବା ଅଭିଯୋଗର ସମୀକ୍ଷା ହେବ। ଏନେଇ କେନ୍ଦ୍ର ସରକାରଙ୍କୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ବିକ୍ରମ ନାଥ ଏବଂ …
ଚେକ୍ ବାଉନ୍ସର ୭ଟି ମାମଲାରେ ଦୋଷୀ ସାବ୍ୟସ୍ତ ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ସୋମବାର ଅତିକମରେ ୨ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାର ଥିଲା। କିନ୍ତୁ ତାହା …
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର୍ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଖଲ ହୋଇଥିବା ଏକ ଯାଚିକାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ଟିପ୍ପଣୀକୁ ନେଇ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଶୁଣାଣି ସମୟରେ ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତ …
ଦେଶବ୍ୟାପୀ ପଟାକା ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ନୁହେଁ: ସୁପ୍ରିମକୋର୍ଟ, ଦୀପାବଳି ଓ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ଉପରେ ଜୋର
ସାରା ଦେଶରେ ପଟାକା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ବୁଧବାର ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଦୀପାବଳି ପର୍ବ ଲୋକଙ୍କ ଭାବନା ସହ ଜଡ଼ିତ ଥିବାରୁ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। …
ତୃଣମୂଳ କଂଗ୍ରେସ (ଟିଏମ୍ସି)ର ମୂଳ ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍ କରିବା ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ମମତା ବାନାର୍ଜୀ। ଆସନ୍ତା ପଶ୍ଚିମବଙ୍ଗ ଉପନିର୍ବାଚନ ପୂର୍ବରୁ ଏହି ମାମଲାକୁ ଶୀଘ୍ର ଶୁଣାଣି ପାଇଁ …
ନୂଆଦିଲ୍ଲୀ: ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଠକେଇ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ସୁକେଶ ନିଜକୁ ସୁପ୍ରିମକୋର୍ଟର ଜଜ୍ ବୋଲି ପରିଚୟ ଦେଇ ACBର ସ୍ପେଶାଲ୍ ଜଜ୍ଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା …
ଜନ୍ତର-ମନ୍ତରରେ କକରୋଚ୍ ଜନତା ପାର୍ଟିର ଚାଲିଥିବା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ଘୋଷଣା କରିଥିଲା। ଜୁଲାଇ ୨୨ ତାରିଖରେ ମଧ୍ୟ ଏହି ଷ୍ଟେସନଗୁଡ଼ିକ ବନ୍ଦ ରଖାଯାଇଥିଲା। ଏହି ପ୍ରସଙ୍ଗକୁ …
ନୂଆଦିଲ୍ଲୀ: ସରକାରୀ ରାସନ ଦୋକାନ ମାଧ୍ୟମରେ ମହିଳାମାନଙ୍କୁ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଇପାରିବ କି? ଏହି ପ୍ରଶ୍ନକୁ କେନ୍ଦ୍ର କରି ଦାଖଲ ହୋଇଥିବା ଏକ ଜନହିତ ମାମଲା (PIL) ଉପରେ ସୁପ୍ରିମକୋର୍ଟ ଶୁଣାଣି କରି କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର …
- 1
- 2
