WhatsAppର ନୂଆ Username ଫିଚରକୁ ନେଇ ଭାରତରେ ବିବାଦ ଦେଖାଦେଇଛି। ଏହି ଫିଚର ମାଧ୍ୟମରେ ୟୁଜରମାନେ ମୋବାଇଲ୍ ନମ୍ବର ସେୟାର ନକରି କେବଳ ୟୁଜରନେମ୍ ଜରିଆରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ। କମ୍ପାନୀ କହିଛି ଯେ, ଏହାଦ୍ୱାରା ୟୁଜରଙ୍କ ପ୍ରାଇଭେସି ଆହୁରି …
Tag:
