ଭାରତୀୟ ବଂଶୋଦ୍ଭବ ଯୁବ କ୍ରିକେଟର ନୀଲ ପଟେଲଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ଅଷ୍ଟ୍ରେଲିଆର ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳରେ ସେ ସ୍ଥାନ ପାଇଛନ୍ତି। ଭାରତ ଗସ୍ତରେ ଆସିବାକୁ ଥିବା ଅଷ୍ଟ୍ରେଲୀୟ ଯୁବ ଦଳର ଅଂଶ ହୋଇ ନୀଲ୍ …
SPORTS
ଭାରତର ୨୦ ବର୍ଷରୁ କମ୍ ଯୁବ ଫୁଟବଲ୍ ଦଳ ସିଙ୍ଗାପୁର ବିପକ୍ଷ ପ୍ରଥମ ଫ୍ରେଣ୍ଡ୍ଲି ମ୍ୟାଚ୍ରେ ୩-୦ ଗୋଲ୍ରେ ଦମଦାର ବିଜୟ ହାସଲ କରିଛି। ସୋମବାର ରାତିରେ ବେଙ୍ଗାଲୁରୁର ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ …
ନେତାଜୀ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ ଇଣ୍ଡିଆନ୍ ଚ୍ୟାଲେଞ୍ଜର କପ୍ କରାଟେ ପ୍ରତିଯୋଗିତାରେ ଓଡ଼ିଶାର କରାଟେକାମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ରାଜ୍ୟ ଦଳ ୫୧ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସହ ମୋଟ ୬୬ଟି ପଦକ …
ଗ୍ଲାସଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା–୨୦୨୬ରେ ଭାରତୀୟ ମହିଳା ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ଦେଶର ସଫଳତାର ମୁଖ୍ୟ ଆଧାର ପାଲଟିଛନ୍ତି। ଭାରତ ମୋଟ ୧୩ଟି ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ସେଥିରୁ ୮ଟି ସ୍ୱର୍ଣ୍ଣ ମହିଳା ଖେଳାଳିଙ୍କ ନାମରେ ରହିଛି। ଭାରୋତ୍ତୋଳନ, ପାରା …
ଅଗଷ୍ଟ ୧୫ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଟେଷ୍ଟ୍ ଲଢ଼େଇ; ଆହତ ସାଇ ସୁଦର୍ଶନଙ୍କ ସ୍ଥିତିକୁ ନେଇ ବଢ଼ିଲା ସସ୍ପେନ୍ସ
ଶୁବମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପାଇଁ ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛି। ମୁମ୍ବାଇରୁ ଯାତ୍ରା କରି ଦଳ କଲମ୍ବୋର ବନ୍ଦାରନାୟକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ …
ରାଜ୍ୟଗୋଷ୍ଠୀ କ୍ରୀଡ଼ା (କମନୱେଲଥ୍ ଗେମ୍ସ) କ୍ରମଶଃ ନିଜର ପ୍ରାସଙ୍ଗିକତା ଓ ଗୁରୁତ୍ୱ ହରାଉଛି। ଗ୍ଲାସଗୋରେ ଆୟୋଜିତ ୨୦୨୬ ସଂସ୍କରଣ ଏହାର ସବୁଠାରୁ ବଡ଼ ଉଦାହରଣ। ମାତ୍ର ୧୦ଟି ଖେଳରେ ସୀମିତ ଏହି ଆସର, କମ୍ ବଜେଟ୍ ଏବଂ ସଂକ୍ଷିପ୍ତ ଆୟୋଜନ ଯୋଗୁଁ …
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଗୋଡ଼ ହରାଇଥିଲେ କେହି, ଦୁର୍ଘଟଣାରେ ଅଙ୍ଗ ହରାଇଥିଲେ ଆଉ କେହି। କେହି ନିଜ ସ୍ୱପ୍ନକୁ ବଞ୍ଚାଇ ରଖିବା ପାଇଁ ଅଟୋ ରିକ୍ସା ବିକ୍ରି କରିଥିଲେ, ତ ଆଉ କେହି ଦାରିଦ୍ର୍ୟ ଓ ଶାରୀରିକ ପ୍ରତିବନ୍ଧକକୁ ପଛରେ ପକାଇ ବିଶ୍ୱ …
ପତାକାଅହମଦାବାଦରେ ବସିବ ଶତବାର୍ଷିକୀ ସଂସ୍କରଣ, ଗ୍ଲାସଗୋରେ ଭାରତର ସାଂସ୍କୃତିକ ଛାପ ସ୍କଟଲ୍ୟାଣ୍ଡର ଗ୍ଲାସଗୋଠାରେ ଆୟୋଜିତ କମନୱେଲଥ୍ ଗେମ୍ସ-୨୦୨୬ର ଭବ୍ୟ ସମାପନୀ ଉତ୍ସବ ସହ ଆଗାମୀ କମନୱେଲଥ୍ ଗେମ୍ସ-୨୦୩୦ର ଆୟୋଜନ ଦାୟିତ୍ୱ ଔପଚାରିକ ଭାବେ ଭାରତକୁ ହସ୍ତାନ୍ତର କରାଯାଇଛି। ଏହି ଐତିହାସିକ ଅବସରରେ …
କମନୱେଲ୍ଥ ଗେମ୍ସ ୨୦୨୬: ଲଭପ୍ରୀତ ସିଂହଙ୍କ ରୌପ୍ୟ ସହ ଭାରତର ଭାରୋତ୍ତୋଳନ ଅଭିଯାନ ଶେଷ, ମୋଟ ୮ଟି ପଦକ
କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତର ଭାରୋତ୍ତୋଳନ ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି। ପୁରୁଷ +୧୧୦ କେଜି ବର୍ଗରେ ଭାରତର ଲଭପ୍ରୀତ ସିଂହ ମୋଟ ୩୮୮ କେଜି (ସ୍ନାଚ୍ରେ ୧୭୬ କେଜି ଓ କ୍ଲିନ୍ ଆଣ୍ଡ ଜର୍କରେ ୨୧୨ କେଜି) …
ୟୁରୋପୀୟ ଫୁଟବଲ୍ର ସର୍ବୋଚ୍ଚ ସଂସ୍ଥା ୟୁଏଫଏ (UEFA) ଏବଂ ଏହାର ୫୫ଟି ସଦସ୍ୟ ଫୁଟବଲ୍ ସଂଘ ଫିଫା (FIFA)ର ଏକ ବିବାଦୀୟ ପ୍ରସ୍ତାବକୁ କଡ଼ା ବିରୋଧ କରିଛନ୍ତି। ଯଦି ଫିଫା ବିଶ୍ୱକପ୍ ସମେତ ନିଜର ପ୍ରମୁଖ ପ୍ରତିଯୋଗିତାରେ ବେସରକାରୀ ନିବେଶକଙ୍କୁ ଅଂଶୀଦାର …
