ଭୁବନେଶ୍ୱର, ୧୭ ଅଗଷ୍ଟ ୨୦୨୬: ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ଆଉ ଏକ ବଡ଼ ଉପଲବ୍ଧି ଯୋଡ଼ିବାକୁ ଯାଉଛି। ଅଗଷ୍ଟ ୨୨ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍। ଓଡ଼ିଶା କ୍ରୀଡ଼ା ଓ ଯୁବସେବା …
SPORTS
କାନାଡା ଓପନ୍ରେ ଚମକିଲେ ପୋଲାଣ୍ଡର ଟେନିସ୍ ତାରକା ଇଗା ସ୍ୱିଆଟେକ୍। ଗୁରୁବାର ଫାଇନାଲ୍ରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଏଲେନା ରିବାକିନାଙ୍କୁ ସିଧାସଳଖ ୬-୨, ୬-୩ ସେଟ୍ରେ ପରାସ୍ତ କରି ସ୍ୱିଆଟେକ୍ ଚଳିତ ସିଜନ୍ର ପ୍ରଥମ ଟାଇଟଲ୍ ହାସଲ କରିଛନ୍ତି। ୟୁଏସ୍ …
ଓଡ଼ିଶାର ପୁରୁଷ ପାରା ଫେନ୍ସରଙ୍କ ଚମତ୍କାର ପ୍ରଦର୍ଶନ, କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନଶିପ୍ରେ ୨ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ
ନାଇଜେରିଆର ଲାଗୋସ୍ରେ ଅନୁଷ୍ଠିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନଶିପ୍ରେ ଓଡ଼ିଶାର ପୁରୁଷ ପାରା ଫେନ୍ସରମାନେ ଚମତ୍କାର ପ୍ରଦର୍ଶନ କରି ୨ଟି ସ୍ୱର୍ଣ୍ଣ, ୧ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ ଫଏଲ୍ କାଟାଗୋରୀ A ଭି. ରମେଶ ରାଓ …
ଦିଲ୍ଲୀରେ ‘ହର ଘର ତ୍ରିରଙ୍ଗା ସାଇକେଲ ଯାତ୍ରା’; ସାମିଲ ହେଲେ ୧,୦୦୦ରୁ ଅଧିକ MY Bharat ସ୍ୱେଚ୍ଛାସେବୀ, ସ୍ୱାଧୀନତା ଦିବସ ପାଳନର ଅଂଶ ଭାବେ ରାଜଧାନୀ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ବୁଧବାର ‘ହର ଘର ତ୍ରିରଙ୍ଗା ସାଇକେଲ ଯାତ୍ରା’ ଆୟୋଜିତ …
ଫୁଟବଲ୍ ଜଗତର ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଦୀର୍ଘଦିନର ସାଥୀ ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିଛନ୍ତି। କାସାଇସ୍ରେ ଏକ ଘନିଷ୍ଠ ଓ ବ୍ୟକ୍ତିଗତ ସମାରୋହରେ ଦୁହେଁ ବିବାହବନ୍ଧନରେ ଆବଦ୍ଧ ହୋଇଥିବା ଜଣାପଡ଼ିଛି।ବିବାହ ଅବସରରେ ରୋନାଲ୍ଡୋ ଓ ଜର୍ଜିନାଙ୍କ ପରିବାରର ନିକଟତମ ସଦସ୍ୟମାନେ ଉପସ୍ଥିତ …
୨୦୨୭ ବିଶ୍ୱକପ୍ ପାଇଁ ସ୍ୱୟଂଚାଳିତ ଯୋଗ୍ୟତା ହାସଲ, ପୁଣି କ୍ୱାଲିଫାୟର ଖେଳିବ ୱେଷ୍ଟଇଣ୍ଡିଜ୍, ଆୟର୍ଲାଣ୍ଡକୁ ପରାସ୍ତ କରି ଆଫଗାନିସ୍ତାନ ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଛି। ଏହା ସହ ଦୁଇଥରର ବିଶ୍ୱ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍କୁ ଲଗାତାର …
ଭାରତ ଏବେ କେବଳ କ୍ରୀଡ଼ାରେ ପଦକ ଜିତିବାର ସ୍ୱପ୍ନ ଦେଖୁନାହିଁ, ବରଂ ଏକ ସୁଦୃଢ଼ ଓ ବ୍ୟବସ୍ଥିତ କ୍ରୀଡ଼ା ଶକ୍ତି ଭାବେ ନିଜକୁ ଗଢ଼ି ତୋଳୁଛି। ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ, ଉନ୍ନତ ପ୍ରଶିକ୍ଷଣ, କ୍ରୀଡ଼ା ଭିତ୍ତିଭୂମି ଏବଂ ବୈଜ୍ଞାନିକ ସହାୟତାକୁ …
ରାଇରଙ୍ଗପୁର: ରାଇରଙ୍ଗପୁର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୭୨ତମ ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ତିନି ଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ଆୟୋଜନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୦୦ରୁ ଅଧିକ କନିଷ୍ଠ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଉଦୀୟମାନ …
ଆଗାମୀ ଏଏଚଏଫ୍ କନିଷ୍ଠ ଏସିଆ କପ୍ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଓଡ଼ିଶାର ଡିଫେଣ୍ଡର ଅନମୋଲ ଏକ୍କାଙ୍କୁ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି। ଚୀନ୍ରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅଗଷ୍ଟ ୩୦ରୁ …
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ତୃତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ଭାରୋତ୍ତୋଳନର ତାରକା ସାଇଖୋମ୍ ମୀରାବାଈ ଚାନୁ ପୁଣିଥରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ଏତେ ସଫଳତା ପରେ ମଧ୍ୟ ତାଙ୍କ କ୍ୟାରିୟରରେ ଗୋଟିଏ ବଡ଼ ଲକ୍ଷ୍ୟ …
