ଫିଫା ମହିଳା ବିଶ୍ୱକପ୍ର ଆଗାମୀ ଦୁଇଟି ସଂସ୍କରଣକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ୨୦୩୧ ଏବଂ ୨୦୩୫ ବିଶ୍ୱକପ୍ ଆୟୋଜନ ପାଇଁ ଚାରିଟି ଲେଖାଏଁ ଦେଶକୁ ଦାୟିତ୍ୱ ମିଳିଛି। ଫିଫା ପରିଚାଳନା ପରିଷଦର ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିଛି। ୨୦୩୧ …
Tag:
