ଗଞ୍ଜାମ ଜିଲ୍ଲାରେ ୨୦୨୦ ମସିହାରେ ଘଟିଥିବା ମୁନା ବିଶ୍ୱାଳ ହତ୍ୟା ମାମଲାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ଅଦାଲତୀ ରାୟ। କୋଦଳା ଅତିରିକ୍ତ ଦୌରାଜଜ୍ଙ୍କ ଅଦାଲତ ଏହି ମାମଲାରେ ଶିବରାମ ରାଉତ ଓ ଜଗନ୍ନାଥ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। …
Tag:
ganjam
FeaturedOdisha
ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱରରୁ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଚିଲିକା ରୁଟ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତିନିଦିନିଆ ଓଡ଼ିଶା ଗସ୍ତ ଅବସରରେ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ରାଷ୍ଟ୍ରପତି ସ୍ପେଶାଲ୍ ଟ୍ରେନ୍ରେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ ସମୟରେ ରେଳ ଯାତ୍ରା ବହୁତ କମ୍ ଦେଖିବାକୁ ମିଳୁଥିବାରୁ …
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ବର୍ଷା ଓ ବଜ୍ରପାତ ଜାରି ରହିଥିବା ବେଳେ ଗଞ୍ଜାମ ଏବଂ ଢେଙ୍କାନାଳ ଜିଲ୍ଲାରେ ଘଟିଥିବା ପୃଥକ ପୃଥକ ବଜ୍ରପାତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଦୁଇ ଜିଲ୍ଲାରେ ଶୋକର ଛାୟା …
