ପଶ୍ଚିମ ଓଡ଼ିଶାର ବିମାନ ଯୋଗାଯୋଗକୁ ଅଧିକ ମଜବୁତ କରିବା ଦିଗରେ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ବିମାନବନ୍ଦରର ଆଧୁନିକୀକରଣ, ରନ୍ୱେ ସମ୍ପ୍ରସାରଣ, ନୂଆ ଟର୍ମିନାଲ୍ ଏବଂ ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ଉପଲବ୍ଧ କରାଇବା …
Tag:
