ନେପାଳର ରାଜଧାନୀ କାଠମାଣ୍ଡୁସ୍ଥିତ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତ ଆସୁଥିବା କିଛି ବିମାନର ଯାତ୍ରୀଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସୁରକ୍ଷା ଯାଞ୍ଚ ବ୍ୟବସ୍ଥା। ନେପାଳ ପୁଲିସର ଯାଞ୍ଚ ସହ ଭାରତୀୟ ସୁରକ୍ଷାକର୍ମୀମାନେ ମଧ୍ୟ ଯାତ୍ରୀଙ୍କୁ ଅତିରିକ୍ତ ଯାଞ୍ଚ କରନ୍ତି। ଏହି …
Tag:
