ଦିଲ୍ଲୀର କନାଟ୍ ପ୍ଲେସ୍ରେ ଗୁରୁବାର ବିରୋଧୀ ସାଂସଦମାନଙ୍କ ଲଞ୍ଚ କାର୍ଯ୍ୟକ୍ରମ ପୂର୍ବରୁ ହଙ୍ଗାମା ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀଙ୍କୁ ଜଣେ କାଶ୍ମୀରୀ ଯୁବକ ଗାଳି ଦେଇଥିବା ଅଭିଯୋଗ ପରେ କିଛି କଂଗ୍ରେସ କର୍ମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକଙ୍କ …
Tag:
kashmir
ମଧ୍ୟ କାଶ୍ମୀରର ବଡଗାମ ଜିଲ୍ଲା ଅନ୍ତର୍ଗତ ୟୁସମାର୍ଗ ଅଞ୍ଚଳରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଚାଲିଥିବା ଏନକାଉଣ୍ଟରରେ ଲସ୍କର-ଏ-ତୈବାର ଜଣେ ଟପ୍ କମାଣ୍ଡର ନିହତ ହୋଇଛି। ନିହତ ଆତଙ୍କୀକୁ ମହମ୍ମଦ ଆସିଫ ଓରଫ ହାଶିମ ମୂସା ବୋଲି …
