ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବଡ଼ ପାଣିପାଗ ବିପଦ! ସୃଷ୍ଟି ହୋଇଛି ଲଘୁଚାପ, ଆଗକୁ ନେଇପାରେ ଅବପାତର ରୂପ। ଏପଟେ ବାତ୍ୟା ଆଶଙ୍କାକୁ ନେଇ ବଢ଼ୁଛି ଚର୍ଚ୍ଚା। ଆଉ ଠିକ୍ ଧାନ ଅମଳ ସମୟରେ ବର୍ଷାର ସମ୍ଭାବନା ଚାଷୀଙ୍କ ଚିନ୍ତା ବଢ଼ାଇ …
Tag:
lowpressure
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ। ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ …
