ପୁରୀର ବଡ଼ଦାଣ୍ଡରେ ଶହ ଶହ ଚିଲଙ୍କ ଭିଡ଼ ଦେଖିବାକୁ ମିଳିଛି। ବୁଧବାର ସକାଳେ ମାଉସୀମା ମନ୍ଦିର ନିକଟରେ ଏହି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକ ଓ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିଲା। ବଡ଼ଦାଣ୍ଡ ଭଳି ଏକ ବ୍ୟସ୍ତବହୁଳ …
puri
ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରରେ ହେବ ୨ ହଜାର ଆସନ ବିଶିଷ୍ଟ ମଲ୍ଟିପର୍ପୋଜ୍ ହଲ୍; “ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ଅର୍ଥର ଅଭାବ ହେବନି” — ମୁଖ୍ୟମନ୍ତ୍ରୀ ପୁରୀରେ ଚାଲିଥିବା ଐତିହ୍ୟ ଓ ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ …
ପୁରୀ ଶ୍ରୀକ୍ଷେତ୍ରକୁ ଆସୁଥିବା ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆଉ ଏକ ବଡ଼ ସୁବିଧା ଯୋଡ଼ି ହେବାକୁ ଯାଉଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏକ ଭକ୍ତ ନିବାସ ନିର୍ମାଣ କରାଯିବ। ଏହାର ନାମ ‘ପତିତପାବନ ଭକ୍ତ ନିବାସ’ ରଖିବାକୁ ନିଷ୍ପତ୍ତି …
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ନୂଆ ପର୍ଯ୍ୟାୟ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ପୁରୀ ଆସିବେ ୯୧୦ ଶ୍ରଦ୍ଧାଳୁ
ଓଡ଼ିଶାର ଶ୍ରଦ୍ଧାଳୁଙ୍କ ପାଇଁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ରବିବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କ ଏହି …
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ରତ୍ନର ଗଣତି ମଣତି ପ୍ରକ୍ରିୟା ଜାରି ରହିଛି। ତେବେ ଏହି ପ୍ରକ୍ରିୟା ଶେଷ ହେବା ପରେ ପ୍ରସ୍ତୁତ ହେବାକୁ ଥିବା ସମ୍ପୂର୍ଣ୍ଣ ତାଲିକାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି …
ଭୁବନେଶ୍ୱରର ବାଲିଅନ୍ତା ଥାନା ଅଧୀନ ବୁଢ଼ାଲୋ ଗାଁରେ ମନ୍ଦିରରୁ ଗ୍ରାମଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଶନିବାର ସକାଳେ ଏହା ସାମ୍ନାକୁ ଆସିଥିଲା। ଘଟଣାକୁ ନେଇ …
ପୁରୀ ଜିଲ୍ଲା ଗୋପାଳପୁର ଗାଁରେ ଶୁକ୍ରବାର ପୋଲିସର ବଡ଼ ଚଢ଼ାଉ ସମୟରେ ଗଞ୍ଜେଇ ସହ କୋଟି କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ପୋଲିସ ପ୍ରାୟ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ପାଇଁ ଚଢ଼ାଉ କରିଥିବା ବେଳେ …
ଶ୍ରୀମନ୍ଦିରରେ ବୁଧବାର ପବିତ୍ର ‘ରାହୁରେଖା ଲାଗି’ ନୀତି ପାଳନ କରାଯିବ। ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୁଖମଣ୍ଡଳରେ ସୁନାର ରାହୁରେଖା ଲାଗି କରାଯିବ। ଏହି ସ୍ୱତନ୍ତ୍ର ନୀତି ଶ୍ରୀମନ୍ଦିରର ପାରମ୍ପରିକ …
ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା: ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରୁଥିବା ବେଳେ ବ୍ୟକ୍ତିଙ୍କ ମୃତ୍ୟୁ
ପୁରୀ ସ୍ୱର୍ଗଦ୍ୱାରରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରି ଯାଇଥିବା ଜଣେ ବ୍ୟକ୍ତିଙ୍କର ହଠାତ୍ ହୃଦ୍ଘାତରେ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପୁରୀର ପ୍ରଭାତ ସାହୁ।ସୂଚନା ଅନୁସାରେ, ପୁରୀ ଗଜପତି ନଗର ଅଞ୍ଚଳର ବସନ୍ତ କୁମାର …
୫ ରାମ୍ପରେ ଦର୍ଶନ କରିବେ ଭକ୍ତ, ଘଣ୍ଟାକରେ ୮ରୁ ୧୦ ହଜାରଙ୍କୁ ମିଳିବ ସୁଯୋଗ ଶ୍ରୀମନ୍ଦିରରେ ବଢ଼ୁଥିବା ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ …
