ଚାଲିଥିବା କାଉଡ଼ିଆ ଯାତ୍ରା ଋତୁରେ ଶ୍ରୀ ଲୋକନାଥ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆଇଜି, ସେଣ୍ଟ୍ରାଲ ରେଞ୍ଜଙ୍କ ନେତୃତ୍ୱରେ ପୁରୀ ଏସ୍ପି, ଅତିରିକ୍ତ ଏସ୍ପି …
puri
ଅବିରତ ବର୍ଷାକୁ ମାତ୍ ଦେଲା ପୂର୍ବତଟ ରେଳପଥ; ରଥଯାତ୍ରାରେ ୧୩ ଲକ୍ଷ ଭକ୍ତଙ୍କ ଯାତ୍ରା ହେଲା ସୁରକ୍ଷିତ ଓ ସୁବ୍ୟବସ୍ଥିତ
ଭୁବନେଶ୍ୱର: ଲଗାତାର ବର୍ଷା, ଅସମ୍ଭବ ଭିଡ଼ ଏବଂ ବିଶାଳ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ସତ୍ତ୍ୱେ ରଥଯାତ୍ରା–୨୦୨୬ ସମୟରେ ପ୍ରାୟ ୧୩ ଲକ୍ଷ ଶ୍ରଦ୍ଧାଳୁଙ୍କ ରେଳ ଯାତ୍ରାକୁ ସଫଳତାର ସହ ପରିଚାଳନା କରି ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି ପୂର୍ବତଟ ରେଳପଥ। ପ୍ରତିଦିନ …
ନୀଳାଦ୍ରି ବିଜେରେ ରତ୍ନବେଦିକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତିମୟ ପରିବେଶରେ ଶେଷ ହେଲା ରଥଯାତ୍ରା
ପୁରୀ: ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ନୀଳାଦ୍ରି ବିଜେ ନୀତି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ତିନି ରଥରୁ ପହଣ୍ଡିରେ ଆସି ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ରତ୍ନବେଦିରେ ବିରାଜମାନ ହେବା …
୧୨ ଦିନର ଲୀଳାଖେଳାର ଅବସାନ ପରେ ଆଜି (ସୋମବାର, ଜୁଲାଇ ୨୭, ୨୦୨୬) ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ଗୋଟି ପହଣ୍ଡିରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରୁ …
ରଥଯାତ୍ରାରେ ପୁରୀକୁ ନିୟମିତ ଚାଲୁଛି ୧୧୬ଟି ଟ୍ରେନ୍; ଗତ ୪ ବର୍ଷରେ ୧୦୭୫ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ୍
ନୂଆଦିଲ୍ଲୀ: ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ସହିତ ପୁରୀର ଅନ୍ୟାନ୍ୟ ପ୍ରମୁଖ ପର୍ବପର୍ବାଣି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ନିୟମିତ ଟ୍ରେନ୍ ସେବା ସହ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଅତିରିକ୍ତ କୋଚ୍ ସଂଯୋଜନ ଏବଂ …
ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା; ଆଜି ଆଡ଼ପ ଦର୍ଶନର ଶେଷ ଦିନ, ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ପୁରୀ: ରଥଯାତ୍ରାର ଶେଷ ପର୍ଯ୍ୟାୟକୁ ନେଇ ପୁରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ହେଉଛି ଆଡ଼ପ ଦର୍ଶନର ଶେଷ ଦିନ। ଏହାକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳୁ ହିଁ ହଜାର …
ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଶେଷ ସନ୍ଧ୍ୟା ଦର୍ଶନ, ସନ୍ଧ୍ୟା ୬ଟା ପରେ ବନ୍ଦ ହେବ ଗୁଣ୍ଡିଚା ମନ୍ଦିର ପ୍ରବେଶ
ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ଆଜି ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶେଷ ସନ୍ଧ୍ୟା ଦର୍ଶନ କରିବାର ସୁଯୋଗ ପାଇବେ। ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ …
ପୁରୀ ରେଳ ଷ୍ଟେସନରେ ନଜର ରଖିବ AI ରୋଭର ‘DAC Arjun’, ରଥଯାତ୍ରାରେ ଯାତ୍ରୀ ସୁରକ୍ଷାକୁ ମିଳିବ ବଡ଼ ସହାୟତା
ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପୂର୍ବତଟ ରେଳପଥ (East Coast Railway) ଏକ ନୂଆ AI ଆଧାରିତ ରୋଭର ବ୍ୟବହାର ଆରମ୍ଭ କରିଛି। ‘DAC Arjun’ ନାମର ଏହି ସ୍ମାର୍ଟ ରୋବୋଟିକ୍ ସର୍ଭେଲାନ୍ସ ସିଷ୍ଟମ ଷ୍ଟେସନ …
ପବିତ୍ର ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଗୁଣ୍ଡିଚା ମନ୍ଦିର ନିକଟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନିଟି ରଥର ଦକ୍ଷିଣ ମୋଡ଼ ନୀତି ସମ୍ପୂର୍ଣ୍ଣ ହୋଇଛି। ଏହା …
ହେରା ପଞ୍ଚମୀର ଅନନ୍ୟ ପରମ୍ପରା: ଶ୍ରୀଜଗନ୍ନାଥ ଫେରିବାକୁ ମନା କରିବାରୁ ରାଗିଲେ ମା’ ମହାଲକ୍ଷ୍ମୀ, ଭାଙ୍ଗିଲେ ନନ୍ଦିଘୋଷ
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ସବୁଠୁ ଆକର୍ଷଣୀୟ ଓ ଭାବପ୍ରବଣ ନୀତି ମଧ୍ୟରୁ ଅନ୍ୟତମ ହେରା ପଞ୍ଚମୀ ସୋମବାର ରାତିରେ ପାରମ୍ପରିକ ରୀତିନୀତି ମଧ୍ୟରେ ସମ୍ପନ୍ନ ହୋଇଛି। ଏହି ଅବସରରେ ମା’ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ …
