0 FacebookTwitterPinterestWhatsapp Odisha ରାଜ୍ୟରେ ବନ୍ଦ ହେବ ରାପିଡୋ ଓ ଉବେର ବାଇକ୍ ସେବା! ୧୫ ଦିନର ମହଲତ ଦେଲା କ୍ରାଇମବ୍ରାଞ୍ଚ by Akshay Maharana November 13, 2026 by Akshay Maharana November 13, 2026 0 comments ଭୁବନେଶ୍ୱର: ରାଜ୍ୟରେ ରାପିଡୋ ଓ ଉବେର ବାଇକ୍ ସେବା ଉପରେ ଲାଗିବ ରୋକ୍। ଘରୋଇ ନମ୍ବର ପ୍ଲେଟ୍ ଥିବା ଦୁଇଚକିଆ ଯାନରେ ଯାତ୍ରୀ ପରିବହନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ। ଏନେଇ ଉଭୟ କମ୍ପାନୀର ନୋଡାଲ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। … Read more