ଭାରତୀୟ ଭାରୋତ୍ତୋଳନ ତାରକା ମୀରାବାଇ ଚାନୁ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ୪୯ କିଲୋଗ୍ରାମ ବର୍ଗରେ ମୀରାବାଇ ମୋଟ ୧୯୮ କିଲୋଗ୍ରାମ ଭାର ଉଠାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ନାଚ୍ରେ ସେ ୮୭ …
sports news
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବର୍ତ୍ତମାନ ଲଣ୍ଡନ ଗସ୍ତରେ ଅଛନ୍ତି। ଜନକଲ୍ୟାଣକାରୀ ଯୋଜନା ଏବଂ ଭିତ୍ତିଭୂମି ବିକାଶ ପାଇଁ ତାଙ୍କୁ ୩ଟି ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଉଛି। ଏହି ଗସ୍ତ ସମୟରେ ଶୁକ୍ରବାର ସେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଭେଟିଛନ୍ତି। …
ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଆଗାମୀ ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ହାଇଦ୍ରାବାଦ ଦଳର ଅଧିନାୟକ ହେବେ। ଶୁକ୍ରବାର ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏନେଇ ଅଧିକାରିକ ଘୋଷଣା କରାଯାଇଛି। ରଣଜୀ ଟ୍ରଫିର ଗ୍ରୁପ୍ ଷ୍ଟେଜ୍ ମ୍ୟାଚ୍ ଅକ୍ଟୋବର ୧୧ …
ଅଷ୍ଟ୍ରେଲିଆର ଲୋକପ୍ରିୟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ବିଗ୍ ବାସ୍ ଲିଗ୍ (ବିବିଏଲ୍)ରେ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଲିଗ୍ର ଆର୍ଥିକ ଭିତ୍ତିକୁ ମଜବୁତ କରିବା ଏବଂ ଅଧିକ ନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଫ୍ରାଞ୍ଚାଇଜ୍ଗୁଡ଼ିକରେ ଘରୋଇ ପୁଞ୍ଜି ନିବେଶକୁ ସୁଯୋଗ …
ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସ ଏକ ନାଇଟ୍କ୍ଲବ ଘଟଣାକୁ ନେଇ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଡର୍ବିରେ ଶନିବାର ରାତିରେ ଘଟିଥିବା ଘଟଣା ସମ୍ପର୍କିତ କିଛି ଭିଡିଓ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଛି। ଭିଡିଓରେ କାର୍ସଙ୍କୁ ପୁଲିସ ହେପାଜତରେ ନିଆଯାଉଥିବା ଦେଖାଯାଇଛି।ଘଟଣା …
ଲଣ୍ଡନର ଐତିହାସିକ ଲର୍ଡ୍ସ ମଇଦାନରେ ଭାରତୀୟ ମିଶ୍ରିତ ଦିବ୍ୟାଙ୍ଗ କ୍ରିକେଟ୍ ଦଳ ଚମତ୍କାର ବିଜୟ ହାସଲ କରିଛି। ଇଂଲଣ୍ଡ ବିପକ୍ଷ ସାତ ମ୍ୟାଚ୍ ବିଶିଷ୍ଟ ଦିବ୍ୟାଙ୍ଗ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ରେ ଭାରତ ୧୧୮ ରନ୍ର ବଡ଼ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ …
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ଦମଦାର ଆରମ୍ଭ କରିଛି। ଗଲ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ଭାରତ ଘରୋଇ ଦଳକୁ ୧୬୫ ରନ୍ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଏହି ବିଜୟ ଭାରତର ୬୦୦ତମ …
ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ମୁକାବିଲା। ଅଗଷ୍ଟ ୧୯ର ଏହି ପୁଲ୍-ଡି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି। ମ୍ୟାଚ୍ଟି ନେଦରଲାଣ୍ଡ୍ସର ଆମଷ୍ଟେଲଭିନ୍ସ୍ଥିତ ୱାଗେନର …
ଫୁଟବଲ୍ ଜଗତର ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ଦୀର୍ଘଦିନର ସାଥୀ ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିଛନ୍ତି। କାସାଇସ୍ରେ ଏକ ଘନିଷ୍ଠ ଓ ବ୍ୟକ୍ତିଗତ ସମାରୋହରେ ଦୁହେଁ ବିବାହବନ୍ଧନରେ ଆବଦ୍ଧ ହୋଇଥିବା ଜଣାପଡ଼ିଛି।ବିବାହ ଅବସରରେ ରୋନାଲ୍ଡୋ ଓ ଜର୍ଜିନାଙ୍କ ପରିବାରର ନିକଟତମ ସଦସ୍ୟମାନେ ଉପସ୍ଥିତ …
ଆଗାମୀ ଏଏଚଏଫ୍ କନିଷ୍ଠ ଏସିଆ କପ୍ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଓଡ଼ିଶାର ଡିଫେଣ୍ଡର ଅନମୋଲ ଏକ୍କାଙ୍କୁ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି। ଚୀନ୍ରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତା ଅଗଷ୍ଟ ୩୦ରୁ …
- 1
- 2
