ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ଜିତିଛି। ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମୁକାବିଲାରେ ଭାରତୀୟ ଦଳ ୧୨୭ ରନ୍ର ବଡ଼ ବ୍ୟବଧାନରେ ବିଜୟ ହାସଲ କରି ଶୃଙ୍ଖଳାକୁ କ୍ଲିନ୍ ସୁଇପ୍ …
sports
ମୋହସିନ ନକଭିଙ୍କ ହାତରୁ ଏସିଆ କପ୍ ଟ୍ରଫି ଗ୍ରହଣ ନକରିବା ନେଇ ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ BCCIର ପ୍ରତିକ୍ରିୟା ସାମ୍ନାକୁ ଆସିଛି। BCCI ସଚିବ ଦେବଜିତ ସୈକିଆ କହିଛନ୍ତି ଯେ, ପହଲଗାମ ଆକ୍ରମଣ ପରେ ଦେଶର ଲୋକଙ୍କ ଭାବନା ଏବଂ …
ଚଳିତ ମହିଳା ଟି-୨୦ ଏସିଆ କପ୍ର ଦ୍ୱିତୀୟ ସେମିଫାଇନାଲରେ ରୋମାଞ୍ଚକର ବିଜୟ ସହ ଫାଇନାଲ ଟିକେଟ୍ ହାତେଇଛି ଶ୍ରୀଲଙ୍କା। ପାକିସ୍ତାନକୁ ୪ ୱିକେଟ୍ରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଟାଇଟଲ ଲଢ଼େଇରେ ପହଞ୍ଚିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ …
ଦେଶର ପ୍ରମୁଖ ୩୦ଟି କ୍ରୀଡ଼ା ସଂଗଠନକୁ ୨୦୨୬ ବର୍ଷ ପାଇଁ ନ୍ୟାସନାଲ ସ୍ପୋର୍ଟସ ଫେଡେରେସନ୍ (NSF) ଭାବେ ସ୍ୱୀକୃତି ମିଳିଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଏହି ସଂଘଗୁଡ଼ିକର ନାମ ସ୍ଥାନ ପାଇଛି। ମାନ୍ୟତାପ୍ରାପ୍ତ …
ଟିମ୍ ଇଣ୍ଡିଆ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମ୍ରେ ନେଟ୍ସରେ ପୂରା ଲୟରେ ବୋଲିଂ କରିଛନ୍ତି ଜସପ୍ରୀତ ବୁମରା। ତାଙ୍କ ବୋଲିଂ ଦେଖି ଲାଗୁଛି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ପଡ଼ିଆକୁ ଫେରିବାକୁ …
ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ ଏମିତି ଏକ ରେକର୍ଡ କରିଛନ୍ତି, ଯାହା ଟେଷ୍ଟ କ୍ରିକେଟ୍ରେ ୧୦୦ ବର୍ଷରୁ ଅଧିକ ସମୟ ଧରି କେହି କରିପାରିନଥିଲେ। ଏଡ୍ବାଷ୍ଟନ୍ରେ ଚାଲିଥିବା ଏହି ମ୍ୟାଚ୍ରେ ରବିନସନ୍ ନିଜର ଚମତ୍କାର …
ଜାତୀୟ କ୍ରୀଡ଼ା ଦିବସରେ ‘ଏକ ଘଣ୍ଟା ଖେଳ’ର ଆହ୍ୱାନ: ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି, ଫିଟ୍ ଇଣ୍ଡିଆକୁ ଗୁରୁତ୍ୱ
ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ୧୨୧ତମ ଜୟନ୍ତୀ ଅବସରରେ ଶନିବାର ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଛି। ଭାରତୀୟ କ୍ରୀଡ଼ାକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ମରଣ କରିବା ସହ ଦେଶବାସୀଙ୍କୁ କ୍ରୀଡ଼ା ଓ ଶାରୀରିକ ସୁସ୍ଥତା ସହ ଯୋଡ଼ିବା ଉପରେ …
ବିହାର କ୍ୟାବିନେଟର ୧୭ ବଡ଼ ନିଷ୍ପତ୍ତି: ୧୯ ସ୍ୱତନ୍ତ୍ର କୋର୍ଟ, PPP ମଡେଲରେ ମେଡିକାଲ କଲେଜ ଓ ରାଜଗିରରେ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର
ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବିହାର କ୍ୟାବିନେଟ ବୈଠକରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ୧୯ଟି ସ୍ୱତନ୍ତ୍ର ସ୍ପେଶାଲ କୋର୍ଟ ସ୍ଥାପନ, ସରକାରୀ-ବେସରକାରୀ …
ରାଜ୍ୟଗୋଷ୍ଠୀ କ୍ରୀଡ଼ା (କମନୱେଲଥ୍ ଗେମ୍ସ) କ୍ରମଶଃ ନିଜର ପ୍ରାସଙ୍ଗିକତା ଓ ଗୁରୁତ୍ୱ ହରାଉଛି। ଗ୍ଲାସଗୋରେ ଆୟୋଜିତ ୨୦୨୬ ସଂସ୍କରଣ ଏହାର ସବୁଠାରୁ ବଡ଼ ଉଦାହରଣ। ମାତ୍ର ୧୦ଟି ଖେଳରେ ସୀମିତ ଏହି ଆସର, କମ୍ ବଜେଟ୍ ଏବଂ ସଂକ୍ଷିପ୍ତ ଆୟୋଜନ ଯୋଗୁଁ …
୧୦୦ ମିଟର T47ରେ ନୂଆ ରେକର୍ଡ ସହ ଗୋଲ୍ଡ ଜିତିଲେ ଦିଲୀପ ମହାଦୁ ଗାଭିତ, ବାସିଲ ଓ ଶ୍ରୀଶଙ୍କର ଜିତିଲେ ରୌପ୍ୟ ପଦକ କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମାନେ ନିଜର ଶକ୍ତିଶାଳୀ ପ୍ରଦର୍ଶନ ଜାରି ରଖି ଦେଶ ପାଇଁ ଗୌରବ …
- 1
- 2
