ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଆଜି ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିଜ ନିଜ ଶିକ୍ଷାନୁଷ୍ଠାନରେ ଛାତ୍ର ପ୍ରତିନିଧି ବାଛିବା ପାଇଁ ଛାତ୍ରଛାତ୍ରୀମାନେ ମତଦାନ କରିବେ। ଏହାକୁ ନେଇ ବିଭିନ୍ନ କ୍ୟାମ୍ପସରେ …
Tag:
university elections
OdishaFeatured
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ, କ୍ୟାମ୍ପସରେ ଗୋଷ୍ଠୀ ସଂଘର୍ଷ ପରେ ନିଷ୍ପତ୍ତି
ବଲାଙ୍ଗିର: ଓଡ଼ିଶାର ବଲାଙ୍ଗିର ଜିଲ୍ଲାସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ନିର୍ଦ୍ଧାରିତ ମତଦାନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ନିର୍ବାଚନ ବାତିଲ …
