ଓଡ଼ିଶା ପାଇଁ ଗର୍ବର ବିଷୟ। ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ରାଉରକେଲା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ର ୨୯ ଜଣ ଅଧ୍ୟାପକ ଏବଂ ଜଣେ ଗବେଷଣା ସ୍ନାତକ। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ପ୍ରସ୍ତୁତ କରିଥିବା …
Tag:
