ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରାଙ୍କୁ ଫୋନ୍ରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୩ ଅକ୍ଟୋବର ୨୦୨୬:୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣପଦକ ଜିତି ଦେଶକୁ ଗୌରବ ଆଣିଛନ୍ତି। ଏହି ଐତିହାସିକ ସଫଳତା ପାଇଁ …
Lokanath Panigrahi
ନିଶା ବିରୋଧରେ ଜିରୋ ଟଲରେନ୍ସ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୬:ରାଜ୍ୟରୁ ନିଶାକୁ ମୂଳପୋଛ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ଜୀବନ ଜିନ୍ଦାବାଦ-୨.୦’ ଜନସଚେତନତା ଅଭିଯାନ। ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିଅମରେ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ …
ଭୁବନେଶ୍ୱର: ଧଳା ବାଘ ପାଇଁ ବିଶ୍ୱସ୍ତରରେ ପରିଚିତ ଓଡ଼ିଶାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନାଁରେ ରହିଛି ଏକ ବିଶେଷ ରେକର୍ଡ। Guinness World Recordsର ତଥ୍ୟ ଅନୁଯାୟୀ, ଏକ ସମୟରେ ୩୪ଟି ଧଳା ବାଘ ରଖି ନନ୍ଦନକାନନ ବିଶ୍ୱର ସର୍ବାଧିକ ଧଳା …
କୋରାପୁଟ: ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ। ପ୍ରାଚୀନ ଭାଷା ଓ ଭାଷାଗତ ଐତିହ୍ୟର ଅଧ୍ୟୟନ, ସଂରକ୍ଷଣ ଓ ଗବେଷଣାକୁ ଆଗକୁ ବଢ଼ାଇବା ପାଇଁ ଦେଶରେ ୫ଟି ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ନେଇ କେନ୍ଦ୍ର …
ଭୁବନେଶ୍ୱର: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ମହିଳା ହକି ଦଳ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା …
ନୂଆଦିଲ୍ଲୀ, ୧ ଅକ୍ଟୋବର ୨୦୨୬: ମହାନଦୀ ଜଳ ବିବାଦର ସମାଧାନ ନେଇ ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଆଲୋଚନାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ସହ ଓଡ଼ିଶା …
ଏସିଆନ୍ ଗେମ୍ସ କ୍ରିକେଟ୍ରେ ଆଜି ଖେଳାଯିବ ବହୁ ପ୍ରତୀକ୍ଷିତ ଫାଇନାଲ୍। ସ୍ୱର୍ଣ୍ଣ ପଦକ ଦାବି ପାଇଁ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଭାରତୀୟ ସମୟ ଅନୁସାରେ ସକାଳ ୧୦ଟାରୁ ଏହି ମୁକାବିଲା ଆରମ୍ଭ ହେବ। ଏସିଆନ୍ ଗେମ୍ସରେ ପ୍ରଥମ ଥର …
ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ହକି ଦଳ ରଚିଛି ନୂଆ ଇତିହାସ। ନାଗୋୟାରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲରେ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଦୀର୍ଘ ୪୪ ବର୍ଷ ପରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ। …
ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ, ତାରିଖ ନେଇ ଏଯାଏଁ ସରକାରୀ ଘୋଷଣା ନାହିଁ ଭୁବନେଶ୍ୱର: ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ ହେବ କି ନାହିଁ, ସେନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଦୀର୍ଘ …
‘ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ମୋହନ ଚରଣ ମାଝୀ ଭୁବନେଶ୍ୱର, ୧ ଅକ୍ଟୋବର: ଭୁବନେଶ୍ୱରକୁ ଦେଶର ସବୁଠାରୁ ସ୍ୱଚ୍ଛ ଏବଂ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଯୋଗ …
