କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ରାମଗିରି ପଞ୍ଚାୟତ ଅନ୍ତର୍ଗତ କଟ୍ରାକୁଣ୍ଡ ଗାଁରେ ଜମିକୁ ନେଇ ବିବାଦ ଯୋଗୁଁ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପଡ଼ିଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାର ପ୍ରଭାବ ସିଧାସଳଖ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ିଥିଲା। ଘଟଣା …
Lokanath Panigrahi
ଏସୀୟ କ୍ରୀଡ଼ା ୨୦୨୬ର ପୁରୁଷ କ୍ରିକେଟ୍ରେ ଭାରତ ଜବରଦସ୍ତ ବିଜୟ ସହ ଫାଇନାଲ୍ରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶ୍ରୀଲଙ୍କାକୁ ୧୨୪ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ …
ବାଣିଜ୍ୟିକ LPG ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ, ମୋଦୀ ସରକାରଙ୍କ ନୀତି ଉପରେ ଉଠାଇଲା ପ୍ରଶ୍ନ
ଅକ୍ଟୋବର ଆରମ୍ଭରୁ ବାଣିଜ୍ୟିକ LPG ସିଲିଣ୍ଡର ଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ। ଦଳ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରର ଅର୍ଥନୈତିକ ନୀତିକୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସର ଅଭିଯୋଗ ହେଉଛି, …
ଭୁବନେଶ୍ୱର: ସିଏଜି ରିପୋର୍ଟ ଏବଂ ଡିଏମଏଫ୍ ଅର୍ଥ ବ୍ୟବହାରକୁ ନେଇ ପୂର୍ବତନ ବିଜେଡି ସରକାରକୁ ଟାର୍ଗେଟ କରିଛି ବିଜେପି। ଦଳର ମୁଖପାତ୍ର ଅନିଲ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ କରି MMDR ପ୍ରସଙ୍ଗରେ ବିଜେଡିକୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। ଅନିଲ …
ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ନିଜ ବାର୍ତ୍ତା ପହଞ୍ଚାଇବା ପାଇଁ ଇରାନ ଏବେ ପପ୍ କଲ୍ଚର ଓ ସୋସିଆଲ ମିଡିଆ ମିମ୍କୁ ମଧ୍ୟ ବ୍ୟବହାର କରୁଛି। ଭାରତସ୍ଥିତ ଇରାନୀ ଦୂତାବାସ ଏଥର ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ଶୋଲେ’ର ଠାକୁର ବଳଦେବ ସିଂହଙ୍କ ଚରିତ୍ରକୁ …
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ଓ କାନ୍ଥରେ କଳା ରଙ୍ଗରେ ସ୍ଲୋଗାନ ଲେଖାଯିବା ଘଟଣାରେ ପୁଲିସ ୬ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି। ସୋମବାର ବିଜୟ ନଗର ଅଞ୍ଚଳରେ ଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ …
ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଓଡ଼ିଶା ପୁଲିସ ଟିମ୍ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ। କନ୍ଧମାଳ ପୁଲିସ ଏକ ଅଭିଯୁକ୍ତଙ୍କୁ ନେଇ ରିୱା ଯାଉଥିବା ବେଳେ ସିଦ୍ଧି ଜିଲ୍ଲାରେ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଆକ୍ରମଣକାରୀମାନେ ପୁଲିସ ଗାଡ଼ିର କାଚ ଭାଙ୍ଗିବା ସହ …
ୱାଶିଂଟନ୍: ଆମେରିକାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIକୁ ନେଇ ନୂଆ ନାମକରଣ ଆଣିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଣିକି ସରକାରୀ ଯୋଗାଯୋଗରେ ‘Artificial Intelligence’ ବଦଳରେ ‘Super Intelligence’ ଶବ୍ଦ ବ୍ୟବହାର କରାଯିବ। ଏନେଇ ଟ୍ରମ୍ପ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି …
ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ବିଭିନ୍ନ ଦାବିକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ …
ଏକ ସୁପୋଷିତ ଓଡ଼ିଶା ପାଇଁ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୯/୯: ଏକ ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମହିଳା ଓ ଶିଶୁଙ୍କ ପୋଷଣ ସ୍ଥିତିରେ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଜରିଆରେ ସରକାର କାର୍ଯ୍ୟ କରୁଛି। …
