୧୭୫ ସ୍ନାଚଂର ଗିରଫ, ୩୦୪ ମୋବାଇଲ୍ ଉଦ୍ଧାର; ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷାରେ ଗଢ଼ିଲା ନୂଆ ରେକର୍ଡ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଅପରାଧୀଙ୍କ ବିରୋଧରେ ଏକ ବଡ଼ ଓ ସଫଳ ଅଭିଯାନ ଚଳାଇଛି ପୁରୀ ପୁଲିସ। ସ୍ନାଚଂର, …
Shubham Kumar
ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI-2379 ବିମାନ ମଙ୍ଗଳବାର (୪ ଅଗଷ୍ଟ) ହଠାତ୍ ଭୟଙ୍କର ଏୟାର ଟର୍ବୁଲେନ୍ସରେ ପଡ଼ିବାରୁ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ବିମାନଟି ହଠାତ୍ ଜୋରରେ ଦୋଳିବା ଆରମ୍ଭ କରିଥିଲା, ଫଳରେ ସିଟ୍ ବେଲ୍ଟ ପିନ୍ଧିନଥିବା କିଛି …
ସଂସଦର ବର୍ଷାକାଳୀନ ଅଧିବେଶନର ଅବଶିଷ୍ଟ ୧୦ କାର୍ଯ୍ୟଦିନକୁ ନଜରରେ ରଖି ଶାସକ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଆଜି ସଂସଦ ଲାଇବ୍ରେରୀ ଭବନ (Parliament Library Building)ରେ ସାପ୍ତାହିକ ‘ମଙ୍ଗଳ ମିଳନ’ ବୈଠକ ଆୟୋଜନ କରିଛି। ଏହି ବୈଠକରେ ସରକାରଙ୍କ ସଂସଦୀୟ …
ବର୍ତ୍ତମାନ ସମୟରେ ଗୀତ ଶୁଣିବା ଓ ମନୋରଞ୍ଜନ ପାଇଁ ଅଧିକାଂଶ ଲୋକ ବିଭିନ୍ନ ପ୍ରକାରର ସ୍ପିକର ବ୍ୟବହାର କରୁଛନ୍ତି। ବଜାରରେ Bluetooth Speaker ଠାରୁ ଆରମ୍ଭ କରି Smart Speaker ପର୍ଯ୍ୟନ୍ତ ଅନେକ ବିକଳ୍ପ ମିଳୁଛି। କିନ୍ତୁ କେଉଁ ସ୍ପିକର କିଣିବେ, …
ଅମେରିକାର ଫ୍ଲୋରିଡାରେ ବର୍ମିଜ୍ ଅଜଗରଙ୍କ ସଂଖ୍ୟା ଦ୍ରୁତ ବଢ଼ୁଥିବାରୁ ସେମାନଙ୍କୁ ଧରିବା ପାଇଁ ଏକ ନୂଆ ଉପାୟ ଆପଣାଯାଇଛି। ଏଥିପାଇଁ AI ଆଧାରିତ ସୋଲାର ଚାଳିତ ରୋବୋଟ ରାବିଟ୍ ବ୍ୟବହାର କରାଯାଉଛି। ଏହି ରୋବୋଟ ଦେଖିବାକୁ ସମ୍ପୂର୍ଣ୍ଣ ଅସଲି ରାବିଟ୍ ଭଳି …
ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ପରେ ବିବାଦରେ ଉଦୟନିଧି ଷ୍ଟାଲିନ, ଏଫ୍ଆଇଆର୍ ପରେ ପୋଲିସ ହିରାସତରେ
ତାମିଲନାଡୁରେ ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରାଯାଇଥିବା ଏକ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ରାଜନୈତିକ ବିବାଦ ଦେଖାଦେଇଛି। ଏହି ମାମଲାରେ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହେବା ପରେ ପୋଲିସ ତାଙ୍କୁ ଚେନ୍ନାଇସ୍ଥିତ ବାସଭବନରୁ ହିରାସତକୁ ନେଇଛି। ସୂଚନା ଅନୁସାରେ, …
ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱରରୁ ବ୍ରହ୍ମପୁର ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଚିଲିକା ରୁଟ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତିନିଦିନିଆ ଓଡ଼ିଶା ଗସ୍ତ ଅବସରରେ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ରାଷ୍ଟ୍ରପତି ସ୍ପେଶାଲ୍ ଟ୍ରେନ୍ରେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ ସମୟରେ ରେଳ ଯାତ୍ରା ବହୁତ କମ୍ ଦେଖିବାକୁ ମିଳୁଥିବାରୁ …
ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପାଇଁ ନୂଆ ସତର୍କ ସୂଚନା ଜାରି କରିଛି। ୭ଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି ହୋଇଥିବା ବେଳେ ଅନେକ ଜିଲ୍ଲାରେ ବଜ୍ରପାତ …
ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଜନ ସ୍ଵରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ଐତିହାସିକ ବିଜୟ ହାସଲ କରିଛନ୍ତି। ନିର୍ବାଚନୀ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ସିଧାସଳଖ ବିଜୟୀ ହୋଇଛନ୍ତି। ଏହି ବିଜୟ …
ପତାକାଅହମଦାବାଦରେ ବସିବ ଶତବାର୍ଷିକୀ ସଂସ୍କରଣ, ଗ୍ଲାସଗୋରେ ଭାରତର ସାଂସ୍କୃତିକ ଛାପ ସ୍କଟଲ୍ୟାଣ୍ଡର ଗ୍ଲାସଗୋଠାରେ ଆୟୋଜିତ କମନୱେଲଥ୍ ଗେମ୍ସ-୨୦୨୬ର ଭବ୍ୟ ସମାପନୀ ଉତ୍ସବ ସହ ଆଗାମୀ କମନୱେଲଥ୍ ଗେମ୍ସ-୨୦୩୦ର ଆୟୋଜନ ଦାୟିତ୍ୱ ଔପଚାରିକ ଭାବେ ଭାରତକୁ ହସ୍ତାନ୍ତର କରାଯାଇଛି। ଏହି ଐତିହାସିକ ଅବସରରେ …
