କଟକ ଏସ୍ସିବି ବଡ଼ ମେଡିକାଲ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ହୋଇଥିବା ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ଘଟଣାକୁ ନେଇ ତଦନ୍ତ ଆଗକୁ ବଢ଼ୁଛି। ଏହି ଘଟଣାରେ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ କୁମାର ରାଉତଙ୍କୁ ମଙ୍ଗଳାବାଗ …
Shubham Kumar
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମହାନଦୀ ଜଳ ବିବାଦ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା
ଓଡ଼ିଶାର ଜଳ ସମ୍ପଦ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ସହ ଆଲୋଚନା କରିବାର ସୂଚନା ମିଳିଛି। ଓଡ଼ିଶାର …
ଲଘୁଚାପ ବର୍ଷାରେ ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା, ବିପଦ ସଙ୍କେତ ଛୁଇଁଲା ଜଳକା; ବଢ଼ୁଛି ବୁଢ଼ାବଳଙ୍ଗ ଜଳସ୍ତର
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ପୁଣିଥରେ ବନ୍ୟା ଆଶଙ୍କା ଦେଖାଦେଇଛି। ବିଶେଷକରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଜଳକା …
‘Smash the Patriarchy’କୁ ନେଇ ରାହୁଲ ଗାନ୍ଧିଙ୍କୁ ବାଂସୁରୀ ସ୍ୱରାଜଙ୍କ ଟାର୍ଗେଟ୍, କଂଗ୍ରେସ ଉପରେ ଦୋହରା ମାନଦଣ୍ଡର ଅଭିଯୋଗ
ବିଜେପି ସାଂସଦ ବାଂସୁରୀ ସ୍ୱରାଜ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ‘Smash the Patriarchy’ ଅର୍ଥାତ୍ ‘ପିତୃସତ୍ତାକୁ ଶେଷ କର’ ନାରାକୁ ନେଇ ଟାର୍ଗେଟ୍ କରିଛନ୍ତି। ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ଦୋହରା ମାନଦଣ୍ଡ …
ନୂଆଦିଲ୍ଲୀ: ଦିଲ୍ଲୀର ତିସ୍ ହଜାରୀ କୋର୍ଟ ଠକେଇ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କୁ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ସୁକେଶ ନିଜକୁ ସୁପ୍ରିମକୋର୍ଟର ଜଜ୍ ବୋଲି ପରିଚୟ ଦେଇ ACBର ସ୍ପେଶାଲ୍ ଜଜ୍ଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା …
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ନେଇ ପ୍ରାୟତଃ ଚର୍ଚ୍ଚା ହୁଏ। ତେବେ ବିଶ୍ୱର ଅନେକ ଦେଶ ଅଛି, ଯେଉଁଠାରେ ସେହି ଦେଶର ସ୍ଥାନୀୟ ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଅଧିକ। ଫଳରେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଏହି …
ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ୍’ ବକ୍ସ ଅଫିସରେ ଜୋରଦାର ଓପନିଂ କରିଛି। ରିଲିଜ୍ର ପ୍ରଥମ ଦିନରେ ହିଁ ଫିଲ୍ମର ଆୟ ୬୦ କୋଟି ଟଙ୍କା ପାର କରିଛି। ଅପରାହ୍ନ ୫ଟା ସୁଦ୍ଧା ଫିଲ୍ମଟି ୬୧.୧୩ କୋଟି ଟଙ୍କା ଆୟ କରିଥିବା …
ନେପାଳରେ ହଠାତ୍ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଭାରୀ ବର୍ଷା ଓ ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ନଜରରେ ରଖି ଭାରତ-ନେପାଳ ସୀମାରେ ତୈନାତ ସଶସ୍ତ୍ର ସୀମା ବଳର ୟୁନିଟଗୁଡ଼ିକୁ ଆଲର୍ଟ …
ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଡ଼ ବଳ; ୧୦ଟି ଏମ୍ଓୟୁ ସ୍ୱାକ୍ଷର, ଟ୍ରମା କେୟାରରୁ ମେଡିକାଲ ଶିକ୍ଷା ପର୍ଯ୍ୟନ୍ତ ହେବ ଆମୂଳଚୂଳ ପରିବର୍ତ୍ତନ
ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଷ୍ଠାନ ସହ ୧୦ଟି ବୁଝାମଣାପତ୍ର (MoU) ସ୍ୱାକ୍ଷର କରାଯାଇଛି। ଏହି …
ଓଡ଼ିଶାରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୬ ଜଣ ବାଂଲାଦେଶୀ ନାଗରିକଙ୍କୁ ବର୍ତ୍ତମାନ କଟକ ଜିଲ୍ଲାର ଆଠଗଡ଼ ହୋଲ୍ଡିଂ ସେଣ୍ଟରରେ ରଖାଯାଇଛି। …
