ପାରାଦୀପରୁ ଲୁହାପଥର ଗୁଣ୍ଡ ନେଇ ଚୀନ ଅଭିମୁଖେ ଯାଉଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ଆଣ୍ଡାମାନ ନିକଟ ସମୁଦ୍ରରେ ହଠାତ୍ ବୁଡ଼ିଯିବା ଘଟଣା ଏବେ ଚର୍ଚ୍ଚାରେ। ଜାହାଜରୁ ଉଦ୍ଧାର ହୋଇଥିବା ଦୁଇ ଚୀନ ନାବିକଙ୍କ ବୟାନରୁ ଘଟଣାର ଭୟାବହତା ସାମ୍ନାକୁ ଆସିଛି। …
Sunita Jena
ଜମି ପଞ୍ଜୀକରଣରେ ଜାଲିଆତି ଅଭିଯୋଗ: ଜିଲ୍ଲାପାଳଙ୍କୁ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ
ରାଜ୍ୟରେ ଜମି ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ନିୟମାନୁସାରେ ପରିଚାଳନା କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ସହ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ନିୟମିତ ନଜରଦାରି କରିବାକୁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା …
ପ୍ରେମ ସମ୍ପର୍କ, ବିବାହର ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗ ସହ ଜଡ଼ିତ ମାମଲାରେ ସୌରିନ୍ ଭଟ୍ଟଙ୍କ ପାଇଁ ଆଇନଗତ ସମସ୍ୟା ଆହୁରି ବଢ଼ିଛି। ତାଙ୍କ ବିରୋଧରେ ନିମ୍ନ ଅଦାଲତ ଜାରି କରିଥିବା ଜାମିନବିହୀନ ପରୱାନା (NBW) ଉପରେ ହାଇକୋର୍ଟ ପୂର୍ବରୁ ଦେଇଥିବା …
କଟକର ଐତିହାସିକ ବାଲିଯାତ୍ରାକୁ ନେଇ ଏବେଠାରୁ ପ୍ରସ୍ତୁତି ଜୋରଦାର ହୋଇଛି। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠଦିନ ଧରି ଏହି ମହୋତ୍ସବ ଆୟୋଜିତ ହେବ। ଉପର ପଡ଼ିଆ ସହିତ ତଳ ପଡ଼ିଆରେ ମଧ୍ୟ ମେଳା ଆୟୋଜନ କରାଯିବାର ଯୋଜନା …
ଅନୁଗୋଳ ଜିଲ୍ଲା ହଣ୍ଡପା ରେଳଷ୍ଟେସନ ନିକଟରେ ଘରୋଇ ଜମିରେ ବିପୁଳ ପରିମାଣର କୋଇଲା ମହଜୁଦ ରଖାଯାଇଥିବା ନେଇ ଅଭିଯୋଗ ଉଠିଛି। ନିୟମ ଉଲ୍ଲଂଘନ କରି ରେଲୱେ ସାଇଡିଂ ବାହାରେ କୋଇଲା ଷ୍ଟକୟାର୍ଡ ଚାଲୁଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ …
ଭାଇ-ଭଉଣୀଙ୍କ ସ୍ନେହ, ବିଶ୍ୱାସ ଓ ପରସ୍ପର ପ୍ରତି ଦାୟିତ୍ୱର ପ୍ରତୀକ ହେଉଛି ରକ୍ଷାବନ୍ଧନ। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ପାଳିତ ହେଉଥିବା ଏହି ପର୍ବରେ ଭଉଣୀ ଭାଇଙ୍କ ହାତରେ ରାଖୀ ବାନ୍ଧି ତାଙ୍କ ମଙ୍ଗଳ କାମନା କରନ୍ତି। ଭାଇ ମଧ୍ୟ ଭଉଣୀଙ୍କ ସୁଖ, …
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ୭ ବର୍ଷର କାର୍ଯ୍ୟକାଳର ଏକ ୬୦ ପୃଷ୍ଠାର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ଏଥିରେ ସାଂସଦୀୟ କ୍ଷେତ୍ରରେ ହୋଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ, ଭବିଷ୍ୟତ ଯୋଜନା ଓ ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା …
୮ ମିନିଟ୍ରେ ବୁଡ଼ିଗଲା ‘ଓସେନ୍ ୱିନର’: ୨୨ କର୍ମଚାରୀ ନିଖୋଜ, ଏବେ ବି ଚାଲିଛି ଖୋଜାଖୋଜି
ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ବୁଡ଼ିଯିବା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗଭୀର ସମୁଦ୍ରରେ ଜାହାଜଟି ହଠାତ୍ ଗୋଟିଏ ପଟକୁ ଢଳିବା ପରେ ଭାଙ୍ଗି ଯାଇଥିବା ଏବଂ ଅତି …
ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ମୋବାଇଲ ଲୁଟ୍, ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଆତଙ୍କ
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କୁ ବନ୍ଧୁକ ଦେଖାଇ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ଈଶ୍ୱରପୁର ଫାଣ୍ଡି ଅଧୀନ କାଣ୍ଡଗରଡ଼ି ଗାଁର ସାଇପ୍ରଭା ପାଣିଗ୍ରାହୀ ସ୍କୁଲ ଶେଷ …
ଦେବୋତ୍ତର ଆଇନରେ ବଡ଼ ସଂଶୋଧନ ପ୍ରସ୍ତାବ: ମନ୍ଦିର-ମଠ ପରିଚାଳନା ହେବ ଅଧିକ ସୁଦୃଢ଼
ରାଜ୍ୟର ମନ୍ଦିର, ମଠ ଓ ଅନ୍ୟାନ୍ୟ ହିନ୍ଦୁ ଧାର୍ମିକ ଅନୁଷ୍ଠାନର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁସଂଗଠିତ ଓ ସମୟୋପଯୋଗୀ କରିବା ପାଇଁ ଦେବୋତ୍ତର ଆଇନରେ ସଂଶୋଧନ ଆଣିବା ନେଇ ଆଲୋଚନା ହୋଇଛି। ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏନେଇ …
