ଓଡ଼ିଶାର ବର୍ତ୍ତମାନର ଓ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନ୍ସନ୍ରେ ପରିବର୍ତ୍ତନ ଆଣିବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ଏନେଇ ଦରମା ଓ ଭତ୍ତା ସମ୍ପର୍କିତ ସଂସଦୀୟ ଯୁଗ୍ମ କମିଟି ଭୁବନେଶ୍ୱର ଗସ୍ତ କରି ଓଡ଼ିଶା ବିଧାନସଭାର ବାଚସ୍ପତି ଓ …
Sunita Jena
କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ ଓ ସନ୍ତାନଙ୍କୁ ଭରଣପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏଣିକି ଅଦାଲତ ନିର୍ଦ୍ଦେଶ ଦେଇଥିବା ଭରଣପୋଷଣ କିମ୍ବା ଆଲିମୋନି ରାଶି ସମ୍ପୃକ୍ତ କର୍ମଚାରୀଙ୍କ ମାସିକ ଦରମାରୁ କାଟି ପତ୍ନୀ …
ଲାଞ୍ଚ ମାମଲାରେ ଶ୍ରମ ଅଧିକାରୀ ଗିରଫ, ସରକାରୀ କ୍ୱାର୍ଟରରୁ ୭.୨୯ ଲକ୍ଷ ନଗଦ ଓ ୩୦୦ ଗ୍ରାମ୍ ସୁନା ଜବତ
ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ସମ୍ପତ୍ତି ଯାଞ୍ଚ ବେଳେ ବଡ଼ ଧରଣର ନଗଦ ଟଙ୍କା ଓ ସୁନା ମିଳିଛି। ତାଙ୍କ ସରକାରୀ କ୍ୱାର୍ଟରରୁ ପ୍ରାୟ ୭ ଲକ୍ଷ ୨୯ ହଜାର …
ଓଡ଼ିଶା ପୁଲିସ ବିଭାଗ ପାଇଁ ଏକ ଦୁଃଖଦ ଖବର। କ୍ରାଇମବ୍ରାଞ୍ଚ ସିଆଇଡିର ଆଇଜି ସଫିନ ଅହମ୍ମଦଙ୍କର ଅକାଳ ବିୟୋଗ ଘଟିଛି। ଦୀର୍ଘଦିନ ଧରି କର୍କଟ ରୋଗରେ ଚିକିତ୍ସାଧୀନ ଥିବା ସଫିନ ଅହମ୍ମଦ କେରଳର ତିରୁବନନ୍ତପୁରମସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ …
ଓଲିଉଡ୍ରେ ଏବେ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ପଶାପାଲି’। ସିନେମାର ସୁଟିଂ ଶେଷ ହୋଇଥିବାବେଳେ ବର୍ତ୍ତମାନ ପୋଷ୍ଟ ପ୍ରଡକସନ୍ କାମ ଚାଲିଛି। ଏହାର ଏଡିଟିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି।ରାଜନୈତିକ ପୃଷ୍ଠଭୂମିକୁ ଆଧାର କରି ଫିଲ୍ମର କାହାଣୀ …
ଯାଜପୁର ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚକୁ ନେଇ ପ୍ରଶ୍ନ: ନିୟମ ଉଲ୍ଲଂଘନ ଓ ଅନିୟମିତତା ଅଭିଯୋଗ
ଯାଜପୁର ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ର ବ୍ୟବହାରକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, ପାଣ୍ଠି ପରିଚାଳନା, ପ୍ରକଳ୍ପ ଚୟନ, କାର୍ଯ୍ୟକାରୀ ସଂସ୍ଥା ନିଯୁକ୍ତି ଓ ଅର୍ଥ ବ୍ୟୟ କ୍ଷେତ୍ରରେ ନିର୍ଦ୍ଧାରିତ ନିୟମକୁ ଅନେକ ସ୍ଥାନରେ ଅଣଦେଖା କରାଯାଇଛି। ଡିଏମ୍ଏଫ୍ର …
ରେଭେନ୍ସାରେ ଶିକ୍ଷକଙ୍କ ଆନ୍ଦୋଳନ: କଳାବ୍ୟାଜ୍ ପିନ୍ଧି ଧାରଣାରେ ୮୦ରୁ ଅଧିକ ଅଧ୍ୟାପକ
କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ସଂଘର ଆନ୍ଦୋଳନକୁ ନେଇ ପରିସ୍ଥିତି ଉଷ୍ମ ହୋଇଛି। ରେଭେନ୍ସା ୟୁନିଭର୍ସିଟି ଟିଚର୍ସ ଆସୋସିଏସନ୍ (ରୁଟା)ର ୮୦ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକା ସମୂହ ଛୁଟି ନେଇ କଳାବ୍ୟାଜ୍ ପିନ୍ଧି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।ରୁଟା …
ସମ୍ବଲପୁର ଜିଲ୍ଲା ବୁର୍ଲାର କିର୍ବା ଛକରେ ଗୁଳିକାଣ୍ଡ ଘଟି ଜଣେ ମାଂସ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ୩୬ ବର୍ଷୀୟ ମହମ୍ମଦ ଅନିଶ। ତାଙ୍କୁ ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଗୁଳି କରିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, କିର୍ବା …
ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା: ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରୁଥିବା ବେଳେ ବ୍ୟକ୍ତିଙ୍କ ମୃତ୍ୟୁ
ପୁରୀ ସ୍ୱର୍ଗଦ୍ୱାରରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଶବ ଶୋଭାଯାତ୍ରାରେ ସଂକୀର୍ତ୍ତନ କରି ଯାଇଥିବା ଜଣେ ବ୍ୟକ୍ତିଙ୍କର ହଠାତ୍ ହୃଦ୍ଘାତରେ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପୁରୀର ପ୍ରଭାତ ସାହୁ।ସୂଚନା ଅନୁସାରେ, ପୁରୀ ଗଜପତି ନଗର ଅଞ୍ଚଳର ବସନ୍ତ କୁମାର …
ଅନୁଗୋଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଘରୋଇ ଜମିରେ ଚାଲିଥିବା ଏକ କୋଇଲା ଷ୍ଟକ୍ୟାର୍ଡକୁ ନେଇ ବିବାଦ ଦେଖାଦେଇଛି। ବିନା ଅନୁମତିରେ କୋଇଲା ମହଜୁଦ ରଖାଯାଇଥିବା ଜଣାପଡ଼ିବା ପରେ ତାଳଚେର ଖଣି ବିଭାଗ ଷ୍ଟକ୍ୟାର୍ଡକୁ ଜବତ କରିଥିଲା।ଖଣି ବିଭାଗର ଯାଞ୍ଚ …
