ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଧୀନ ଗଡ଼କଣ ଅଞ୍ଚଳର ଓମ୍ ସାଇ ବିହାରରେ ଶନିବାର ଦିନଦ୍ୱିପ୍ରହରରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ସମ୍ପର୍କକୁ କେନ୍ଦ୍ର କରି ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ …
କଳାହାଣ୍ଡି ଜିଲ୍ଲାର କୋକସରା ବନ ବିଭାଗ ଅଧୀନ ଚିକିଲି ଗାଁରେ ଶନିବାର ଦୁଇଟି ଜଙ୍ଗଲୀ ଭାଲୁ ପଶିଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ହଠାତ୍ ଭାଲୁ ଦୁଇଟିକୁ ଗାଁ ଭିତରେ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ସୂଚନା ଅନୁସାରେ, ଭାଲୁ …
ଖୋର୍ଦ୍ଧା ଜିଲ୍ଲାର ଶାଳିଆ ନଦୀର ଗୁରେଇ ବନ୍ଧରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ଜଣେ ନାବାଳକଙ୍କ ମୃତଦେହ ଶନିବାର ସକାଳେ ଉଦ୍ଧାର କରାଯାଇଛି। ମୃତ ନାବାଳକ ଜଣଙ୍କ ହେଲେ ବାଣପୁର ବ୍ଲକ ଅଧୀନ ସାଲୁଣୀ ଗାଁର ଚନ୍ଦନ ପ୍ରଧାନ। ସୂଚନା ଅନୁସାରେ, …
ଭାରତୀୟ ରେଳବାଇରେ ବିନା ଟିକେଟ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏବେ କଡ଼ା ନିୟମ ଲାଗୁ ହୋଇଛି। ଜୁନ୍ ୨୦, ୨୦୨୬ ଠାରୁ ବିନା ଟିକେଟ୍ ଯାତ୍ରା ପାଇଁ ସର୍ବନିମ୍ନ ଜରିମାନା ୨୫୦ ଟଙ୍କାରୁ ବଢ଼ାଇ ୫୦୦ ଟଙ୍କା କରାଯାଇଛି। ଜନ …
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଆୟୋଜିତ ସମାରୋହରେ ଯୋଗଦେଇଥିଲେ। ସେ ଜନସାଧାରଣଙ୍କୁ ସମ୍ବୋଧନ କରି ରାଜ୍ୟର ବିକାଶ ଯାତ୍ରା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ …
କୋଟପାଡ଼ ଏଇଇଙ୍କ ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ, ୪୯ଟି ପ୍ଲଟ୍ ସହ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ
ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋଟପାଡ଼ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କୁ ଶନିବାର ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ସହ ଜଡ଼ିତ ସାତଟି ସ୍ଥାନରେ ଏକକାଳୀନ ଚଢ଼ାଉ ପରେ ଏହି ଗିରଫଦାରୀ ହୋଇଛି। ଭିଜିଲାନ୍ସ …
ଓଡ଼ିଶାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଅସ୍ଥିର ରହିବ। ଭାରତୀୟ ପାଣିପାଗ ବିଭାଗ (IMD) ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ଏବଂ ଝଡ଼ ପବନ ନେଇ ସତର୍କ ସୂଚନା ଜାରି କରିଛି। ଏହି ସତର୍କତା …
ଓଡ଼ିଶାର ରାଜନୈତିକ ଇତିହାସରେ ଆଜିର ଦିନଟି ଏକ ସ୍ମରଣୀୟ ଅଧ୍ୟାୟ ଭାବେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ। ଏକ ରାଜ୍ୟର ବିକାଶ ଯାତ୍ରାର ସଫଳତାକୁ ପାଳନ କରିବା ପାଇଁ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏକାଠି ଏକ …
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପାହାଡ଼ପୁରରେ ପହଞ୍ଚିବା ପରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ତାଙ୍କର ସାହସ, ସରଳତା ଏବଂ …
LIVE : ମୟୂରଭଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ନେବେ ଭାଗ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରରେ ପହଞ୍ଚିଛନ୍ତି। ସେଠାରେ ରାଜ୍ୟପାଳ ଡା. ହରି ବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ୬୮ତମ …
